Browsing Tag

women servant

ଭୁବନେଶ୍ବର: ମାଲିକ ଘରୁ ସୁନା ଚୋରି କରି ବ୍ୟାଙ୍କରେ ବନ୍ଧା ପକାଇ ସ୍କୁଟି କିଣିଥିଲା କାମବାଲି, ବାନ୍ଧିଲା ଖଣ୍ଡଗିରି…

ଭୁବନେଶ୍ବର(କେନ୍ୟୁଜ୍): ଘରେ କଳାକନା ବୁଲାଇଲା କାମବାଲି । ଦିନେ ଦୁଇଦିନ ନୁହେଁ, ଗତ କିଛି ମାସ ଧରି ଘରୁ କରୁଥିଲା ସୁନା ଚୋରୀ। ଚୋରୀ ସୁନା ବନ୍ଧକ ରଖି କିଣିଥିଲା ସ୍କୁଟି। ଶେଷରେ ଗିରଫ ହେଇ ଏବେ ଥାନାରେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ମାଲିକଙ୍କ ଘରେ ପ୍ରାୟ…