Below header
Browsing Tag

women voter

 ଏବେଠୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ, ମହିଳା ଭୋଟ ହାତେଇବା ପାଇଁ ମିଶନ ଶକ୍ତିକୁ ସଶକ୍ତ କରିବ ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ମହିଳା ବର୍ଗଙ୍କ ବିରାଟ ସମର୍ଥନ ପାଇଁ କ୍ଷେତ୍ର ପ୍ରସ୍ତୁତି । ଏବେଠାରୁ ୨୦୨୯ ପାଇଁ ଏସଏଚଜିଙ୍କୁ ନେଇ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପାଞ୍ଚବର୍ଷିଆ ପ୍ଲାନକୁ ଦେଖିଲେ ଏହାର ଆଭାସ ମିଳୁଛି । ରାଜ୍ୟର…

ରାଜ୍ୟରେ ମହିଳା ଭୋଟରଙ୍କ ମଧ୍ୟରେ ବିପୁଳ ଉତ୍ସାହ, ସକାଳୁ ସକାଳୁ ବିଭିନ୍ନ ବୁଥରେ ଲାଗିଥିଲା ଲମ୍ବା ଲାଇନ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ। ସକାଳୁ ସକାଳୁ ଲାଗିଥିଲା ମହିଳାଙ୍କ ଧାଡ଼ି। ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିବାକୁ ଅଧିକ ସଂଖ୍ୟାରେ ଆସିଥିଲେ ମତଦାନ କେନ୍ଦ୍ର। ଖରା ହେଉଛି, ଘରର ଦାୟିତ୍ୱ ମଧ୍ୟ ରହିଛି ତଥାପି ଭୋଟ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୩.୭୬ % , ପୁରୁଷଙ୍କ ତୁଳନାରେ ଭୋଟ ଦେଲେ ଅଧିକ ମହିଳା

ଭୁବନେଶ୍ବର : ମହିଳାଙ୍କ ମତଦାନ ହାର ଅଧିକ ରହୁଛି। ଭୋଟ୍‌ ଗ୍ରହଣ ଆରମ୍ଭ ପୂର୍ବରୁ ଏହାର ଅନୁମାନ କରିଥିଲେ ରାଜନୈତିକ ଦଳ। ତେଣୁ ମହିଳାଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ ହୋଇ ସାରିଥିଲା । ପାର୍ଲାମେଣ୍ଟକୁ ୩୩ % ମହିଳା ପଠାଇବାକୁ ଘୋଷଣା କରିଥିଲେ ନବୀନ। ସେଥିଲାଗି ବିଜେଡି ୭ ଜଣ…