Below header
Browsing Tag

womens reservation bill

ଲିପଷ୍ଟିକ ଓ ବବକଟ ମହିଳାଙ୍କ ପାଇଁ ଏବେ ପାର୍ଲାମେଣ୍ଟ ଆସିବା ଅଧିକ ସହଜ ହେବ, ମହିଳା ସଂରକ୍ଷଣ ବିଲ ନେଇ ଏପରି କହିଲେ…

ମହିଳା ସଂରକ୍ଷଣ ବିଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଏହି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି । ମିହଳା ସଂରକ୍ଷଣ ବିଲକୁ ବିରୋଧୀମାନେ ସମର୍ଥନ କରିଥିଲେ ମଧ୍ୟ ବିଲ ସମ୍ପର୍କରେ ବିଭିନ୍ନ ବିରୋଧାତ୍ମକ ମତ ଦେବାରେ ଲାଗିଛନ୍ତି । ନିକଟରେ ଆରଜେଡି…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ, ରାଷ୍ଟ୍ରପତିଙ୍କ ସ୍ବୀକୃତିକୁ ଅପେକ୍ଷା

ସର୍ବ ସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ଅନୁମୋଦନ ମିଳିଛି । ରାଜ୍ୟସଭାରେ ବିଲ୍ କୁ ନେଇ ହୋଇଥିବା ଭୋଟିଂରେ, ଏହା ସପକ୍ଷରେ ୨୧୫ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ବିଲ୍ କୁ ରାଜ୍ୟ ସଭାରେ ମଧ୍ୟ ସମର୍ଥନ କରିଛି ବିଜେଡି। ପାର୍ଲାମେଣ୍ଟର ଉଭୟ ଗୃହରେ…

ସଂସଦ ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ଦିନ ତମାମ ବିତର୍କ ପରେ ଗତକାଲି ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ହୋଇଛି । ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା…

ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ ବଢୁଛି ସସପେନ୍ସ , ଆସିପାରେ ମହିଳା ସଂରକ୍ଷଣ ବିଲ୍ !

ନୂଆଦିଲ୍ଲୀ : ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ ବଢୁଛି ସସପେନ୍ସ । ଚର୍ଚ୍ଚା ଓ ବିତର୍କ ଜୋର ଧରିଛି । କାହିଁକି ସରକାର ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ? ଆଗୁଆ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି କୁହାଯାଇଛି ସ୍ବତନ୍ତ୍ର ଅଧିବେଶନରେ ସରକାର ଆଣିପାରନ୍ତି ବହୁ…