Browsing Tag

workers protest

ସହଦେବ ନାୟକ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ସଫେଇ କର୍ମୀଙ୍କ ଧାରଣ

ଭୁବନେଶ୍ବର: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା ।  ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ ।  ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ…

ଅଶାନ୍ତ ଯାଜପୁରର କଳିଙ୍ଗନଗର, ରାଜରାସ୍ତାକୁ ଓହ୍ଲାଇଲେ ନୀଳାଚଳ ଇସ୍ପାତ୍‌ କାରଖାନାର ଶ୍ରମିକ

ଯାଜପୁର ରୋଡ (କେନ୍ୟୁଜ୍‌) : ଅଶାନ୍ତ ଯାଜପୁରର କଳିଙ୍ଗନଗର। ଜୀବନ ଜୀବିକା ନେଇ ରାଜରାସ୍ତାରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ । ନୀଳାଚଳ ଇସ୍ପାତ ନିଗମ କାରଖାନାର ଅଚଳାବସ୍ଥାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ୧୦ ମାସର ବକେୟା ଦରମା, କାରଖାନାକୁ ପୁନଃ କାର୍ଯ୍ୟକ୍ରମ ଭଳି ୫ ଦଫା ଦାବି…

ପାରାଦୀପ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ୭୦ରୁ ଅଧିକ ଶ୍ରମିକଙ୍କ ଧାରଣା, ଜାଣନ୍ତୁ କଣ ରହିଛି କାରଣ

ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ଶ୍ରମିକଙ୍କ ଧାରଣା । ନିର୍ମାଣ ଚାଲିଥିବା କନଷ୍ଟ୍ରକସନ୍‌ରେ ଅନୁମତି ନମିଳିବାରୁ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଧାରଣା ଦେଇଛନ୍ତି । ସାମାଜିକ ଦୂରତ୍ୱ ଅବଲମ୍ବନ କରି କାମ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।…