Below header
Browsing Tag

worshiped on sunday

ରବିବାର ଏହି ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ଅତି ଜରୁରୀ ନ ପଡ଼ିଲେ ଜୋତା ମଧ୍ୟ ପିନ୍ଧନ୍ତୁ ନାହିଁ; ଜାଣନ୍ତୁ କାହିଁକି…

ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ଗୋଟିଏ ଗୋଟିଏ ଦିନ କୌଣସି ନା କୌଣସି ଗ୍ରହ ସହିତ ଜଡିତ ରହିଥାଏ। ଏହି ଗ୍ରହଗୁଡ଼ିକର ନିଜ ସହ ସମ୍ବନ୍ଧିତ ଦିନରେ ବିଶେଷ ପ୍ରଭାବ ରହିଥାଏ। ତେଣୁ ପରାମର୍ଶ ଦିଆଯାଇଛି କି, ଯେଉଁ ଦିନ ଯେଉଁ ଗ୍ରହ ପ୍ରଭାବୀ, ସେହି ଅନୁକୂଳ କୌଣସି ବି କାର୍ଯ୍ୟ କରିବା ଉଚିତ୍। ରବିବାର…

ରବିବାର ଦିନ ସୂର୍ଯ୍ୟଙ୍କ ପୂଜା ସହିତ ଆଉ କାହାର ପୂଜା କରାଯାଏ ଜାଣନ୍ତୁ !

ସପ୍ତାହର ସାତ ଦିନରେ ଭିନ୍ନ ଭିନ୍ନ ଦେବତାଙ୍କର ପୂଜା କରାଯାଇଥାଏ। ସେଥି ମଧ୍ୟରୁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କର ପୂଜା କରାଯାଏ। ଜାଣନ୍ତୁ କେମିତି କରାଯାଏ ସୂର୍ଯ୍ୟପୂଜା। ସୂର୍ଯ୍ୟଙ୍କର କେଉଁ ଦିନ ରବିବାର ଭଗବାନ ସୂର୍ଯ୍ୟଙ୍କର ଦିନ ହୋଇଥାଏ। ଏହି ଦିନ ଲୋକମାନେ ଭଗବାନ ଭୁବନ…