Below header
Browsing Tag

wwe star

WWE ସୁପରଷ୍ଟାର ବ୍ରେ ଓ୍ଵାଏଟଙ୍କ ପରଲୋକ, ୩୬ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

WWE ରେ ବ୍ରେ ଓ୍ଵାଏଟ ବା ଦ ଫିଣ୍ଡ ନାମରେ ରେସିଲିଙ୍ଗ କରୁଥିବା ଓ୍ଵିଣ୍ଡହ୍ୟାମ ରୋଟୁଣ୍ଡାଙ୍କ ପରଲୋକ ହୋଇଯାଇଛି । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓ୍ଵାଏଟ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ । କିନ୍ତୁ ଏହି ଘଟଣା ପୂର୍ବରୁ ପ୍ରକାଶ କରାଯାଇ ନଥିଲା ।…

କିଏ ଏହି ବୀର ମହାନ? ଯିଏ WWE ୟୁନିଭର୍ସକୁ ଏକଦମ୍‌ ଦୋହଲାଇ ଦେଇଛି

ଭାରତରେ wweର ବହୁତ କ୍ରେଜ୍‌ ରହିଛି। ଖାସ୍‌ କରି ଏହି କାରଣରୁ ଟିଭି ଠାରୁ ନେଇ ଡିଜିଟାଲ ପର୍ଯ୍ୟନ୍ତ ଏହାର ଭିଡିଓ ଟେଣ୍ଡରେ ରହୁଛି। ଭାରତରେ ଏହାର ପପୁଲାରିଟୀକୁ ଆହୁରି ଅଧିକ ବଢ଼ାଇବା ପାଇଁ wwe ଚେଷ୍ଟା ଜାରି ରଖିଛି, ଯେମିତି ମାର୍କେଟକୁ ଅଧିକ ବଢ଼ାଯାଇହେବ। ଏମିତି ସେତେବେଳେ ସମ୍ଭବ ହେବ…

WWE ଦୁନିଆରୁ ବିଦାୟ ନେଲେ ଟ୍ରିପଲ ଏଚ୍‌; ଆଉ କରିବେ ନାହିଁ କୁସ୍ତି!

ଜଣାଶୁଣା WWE ଷ୍ଟାର ଟ୍ରିପଲ ଏଚ୍‌ (Triple H) ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏଣିକି ସେ ଆଉ ରିଙ୍ଗ୍‌ରେ ବିରୋଧୀମାନଙ୍କ ସହିତ ପଙ୍ଗା ନେଉଥିବାର ଦେଖାଯିବେ ନାହିଁ। ଟ୍ରିପଲ ଏଚ୍‌ ଇଏସ୍‌ପିଏନର ଫାର୍ଷ୍ଟ ଟେକ୍‌ ଶୋ’ରେ ଷ୍ଟିଫେନ ସ୍ମିଥ୍‌ଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ଏ ନେଇ ସୂଚନା…

ଏହି WWE ଷ୍ଟାରଙ୍କ ସହ ସ୍କୁଲରେ ହୋଇଥିଲା ୨ଥର ଦୁଷ୍କର୍ମ, ଯାହାର ଏବେ ସେ କଲେ ଖୁଲାସା

WWE ଲିଜେଣ୍ଡ ନିକ୍କୀ ବେଲା ନିଜ ବିଷୟରେ ଖୁଲାସା କରି କହିଛନ୍ତି ହାଇସ୍କୁଲରେ ପଢିବା ସମୟରେ ତାଙ୍କ ସହ ୨ଥର ଦୁଷ୍କର୍ମ ହୋଇଥିଲା। ସୂଚନା ମୁତାବକ ସେ ଏହି ଘଟଣା ସମ୍ପର୍କରେ ନିଜର ଯାଆଁଳା ଭଉଣୀ ବ୍ରୀ ବେଲାଙ୍କ ଦ୍ୱାରା ଲିଖିତ ସଂସ୍କରର ‘Incomparable’ ରେ ପ୍ରକାଶ କରିଛନ୍ତି। ଆମେରିକାରେ…