Browsing Tag

young boy

କେନ୍ଦୁଝର: ବାହା ବେଦୀରେ ବସିବା ପୂର୍ବରୁ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପରିବାରରେ ଶୋକର ଛାୟା

କେନ୍ଦୁଝର: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ। କେନ୍ଦୁଝରରେ ବାହା ବେଦୀରେ ବସିବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ଗାଁର ଲୋକନାଥ ମହାନ୍ତ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର ବାହାଘର ଥିଲା। ହେଲେ ଭୋରରୁ…

ଚଳନ୍ତା ବିମାନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର(କେନ୍ୟୁଜ୍) : ବିମାନ ଭିତରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ବିମାନର ଡୋର ଖେଲି ବାହାରକୁ ଯିବାକୁ ଚେଷ୍ଟା କରିଥିଲେ ଯୁବକ। ଫଳରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ହାଇଦ୍ରାବାଦ-ଗୌହାଟୀ ଫ୍ଲାଇଟ୍। ବିମାନ ଭିତରେ ଯୁବକ ଜଣକ ଉତ୍ପାତ କରିବାରୁ ବିମାନଟି ଜରୁରୀ ଅବତରଣ…

ନଦୀରେ ଗାଧୋଇବା ହେଲା କାଳ, ଗୋଡ ଖସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମଗିରି: ନଦୀରେ ବୁଡି ଯୁବକ ମୃତ । ମୃତକ ହେଲେ ପୁରୀ ଜିଲ୍ଲା ପେଣ୍ଠକଟା ଶ୍ରୀବିହାର ଅଞ୍ଚଳର ସନ୍ତୋଷ କୁମାର । ବ୍ରହ୍ମଗିରିର ମାଆ ବାଲି ହରଚଣ୍ଡୀଙ୍କ ପିଠରେ ଦର୍ଶନ ସାରି ନଦୀରେ ଗାଧୋଇବା ବେଳେ ସନ୍ତୋଷ ନଦୀରେ ବୁଡୀ ଯାଇଥିଲେ । ବହୁ ଖୋଜାଖୋଜି ପରେ ବ୍ରହ୍ମଗିରି ଅଗ୍ନିଶମ ବାହିନୀ…