Below header

ଚଳନ୍ତା ବିମାନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର(କେନ୍ୟୁଜ୍) : ବିମାନ ଭିତରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ବିମାନର ଡୋର ଖେଲି ବାହାରକୁ ଯିବାକୁ ଚେଷ୍ଟା କରିଥିଲେ ଯୁବକ। ଫଳରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ହାଇଦ୍ରାବାଦ-ଗୌହାଟୀ ଫ୍ଲାଇଟ୍। ବିମାନ ଭିତରେ ଯୁବକ ଜଣକ ଉତ୍ପାତ କରିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା।

young

ତାଙ୍କ ନାଁ ଇଶରାଦ ଅଲ୍ଲୀ ହୋଇଥିବା ବେଳେ ତାଙ୍କ ବୟସ ମାତ୍ର ୨୦ ତାଙ୍କ ଘର ଆସାମରେ ବୋଲି ଜଣାପଡିଛି। ସଂପୃକ୍ତ ଯାତ୍ରୀଙ୍କୁ କାବୁ କରି ବିମାନ କର୍ତ୍ତୁପକ୍ଷ ଏୟାରପୋର୍ଟ ପୋଲିସ ଜିମା ଦେଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.