Below header
Browsing Tag

youth missing

ଯୁବକ ନିଖୋଜ, ମୋବାଇଲ ଫୋନ ଦେଖୁଥିବା ବେଳେ ନଦୀକୁ ଖସିପଡିଲେ

ନଦୀକୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦୀବସନ୍ତ ନିକଟ ବ୍ରାହ୍ମଣୀ ନଦୀର ୩ ମୁହାଣି ପୋଲ ନିକଟରେ ଅଘଟଣ ଘଟିଛି। ନିଖୋଜ ଯୁବକ ହେଲେ କାକୁଡିକୁଦ…

ନବରଙ୍ଗପୁର ଘୁମରେଶ୍ୱର ଶୈବପୀଠରେ ଅଘଟଣ: ସେଲ୍ଫି ନେବାବେଳେ ଜଳ ପ୍ରପାତରେ ପଡି ଯୁବକ ନଖୋଜ

ନବରଙ୍ଗପୁର(କେନ୍ୟୁଜ୍):ସେଲଫି ନେବା ହେଲା କାଳ । ପାଣିରେ ଖସି ଯୁବକ ନିଖୋଜ । ଜଳ ପ୍ରପାତ ନିକଟରେ ସେଲ୍ଫି ନେବାବେଳେ ଗୋଡ ଖସି ଅକାତ ପାଣିରେ ପଡି ନଖୋଜ ହୋଇଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଘୁମରେଶ୍ୱର ଶୈବପୀଠରେ ଅଘଟଣ । ନିଖୋଜ ଯୁବକ…

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ! ପୋଲିସର ତନାଘନା ଆରମ୍ଭ

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ଅଭିଯୋଗ । ଏ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁରୀ ସଦରଥାନା ପୋଲିସ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି କି…

ବେହୁସିୟାର କାମରୁ ଅଘଟଣ, ଫୋନ୍‌ରେ କଥା ହୋଇ ଟ୍ରେନ୍‌ ଲାଇନ୍‌ରେ ଚାଲୁଥିଲେ ଛାତ୍ର

କଟକ (କେନ୍ୟୁଜ୍‌) : ବିପଦକୁ ନିଜେ ବରିଥିଲେ ଛାତ୍ର । କଟକ ଖାନନଗର ନିକଟ ରେଳ ଲାଇନରେ ଘଟିଲା ଅଘଟଣ । ଟ୍ରେନ ଧକ୍କାରେ ଜଣେ ୧୫ ବର୍ଷର ଛାତ୍ର ନିଖୋଜ ହୋଇଛନ୍ତି । କାଠଯୋଡ଼ି ପୋଲ ଉପରେ ଏହି ଅଘଟଣ ଘଟିିଛି । ରେଳଲାଇନରେ ୪ଜଣ ସାଙ୍ଗ ବସି ଥିବା ବେଳେ ମାଡ଼ି ଆସିଥିଲା ଟ୍ରେନ । ୩ ଜଣ ବର୍ତ୍ତି…

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ, ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ । ନିଖୋଜ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁର ଗାଁର ଚନ୍ଦନ ଦେ । ନଦୀକୁ ଗାଧୋଇବାକୁ ଯାଇ ସେ ନିଖୋଜ ଅଛନ୍ତି । ନଦୀ କୂଳରେ ତାଙ୍କ ଚପଲ ଏବଂ ସାର୍ଟ ରଖିଥିବା ଦେଖିବାକୁ ମିଳିଛି । ସେପଟେ ତାଙ୍କୁ କୁମ୍ଭୀର…