Browsing Tag

youth rescue

ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଉଦ୍ଧାର

ଆନନ୍ଦପୁର : ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକ ପାଣିରୁ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଆମ୍ବଗଡ଼ିଆ ଗାଁରେ ଏହି ଘଟଣା ଘଟିଛି । ମାନସିକ ବିକୃତି ଥିବା ଜଣେ ଯୁବକ ମକରା ନାହାକ ଆତ୍ମହତ୍ୟା କରିବାକୁ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଗାଁର ଯୁବକ ମୁକ୍ତିକାନ୍ତ ଏବଂ ତାଙ୍କର…