Browsing Tag

ZTE Blade V 40 Pro

ZTE ଲଞ୍ଚ କଲା ନୂଆ ସ୍ମାର୍ଟଫୋନ, ମିଳିବ ୫୧୦୦mAh ବ୍ୟାଟେରୀ ପର୍ଯ୍ୟନ୍ତର ସୁବିଧା

ZTE ପକ୍ଷରୁ ବ୍ଲେଡ ବି ସିରିଜର ନୂଆ ଫୋନ ZTE Blade V 40 Proକୁ ଲଞ୍ଚ କରାଯାଇଛି । ମେକ୍ସିକୋରେ ଏହି ଫୋନକୁ ଲଞ୍ଚ କରାଯାଇଛି । ZTE Blade V 40 Pro ସହ ଏକ ୬.୬୭ ଇଞ୍ଚର ଏମୋଲେଡ଼ ଡିଷ୍ପ୍ଲେ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଫୁଲ DCI-P3 ୱାଇଡ଼ କଲର ଗାମେଟ ଦିଆଯାଇଛି । ଯେବେକି…