Below header

ଭାରତରେ ପ୍ରଥମ ଥର ଭାବେ ଟ୍ରାୟ କରାଗଲା Airtel 5G ନେଟୱାର୍କ, 1Gbpsରେ ହେଉଛି ଡାଉନଲୋଡ

ଭାରତରେ Airtel 5G ନେଟୱାର୍କକୁ ନେଇ କାମ ଆରମ୍ଭ ହୋଇ ସାରଛି । ଦୂରସଞ୍ଚାର ବିଭାଗ ଭାରତ ଏୟାଟେଲ, ରିଲାଏନ୍ସ ଜିଓ, ଭିଆଇ ଭଳି ଟେଲିକମ କମ୍ପାନୀକୁ 5G ଟେଷ୍ଟିଂ ପାଇଁ ଅନୁମତି ଦେଇ ସାରିଛି ।

ତେବେ ଏହାକୁ ନେଇ Airtel ଗୁରୁଗ୍ରାମରେ 5Gନେଟୱାର୍କର ପ୍ରଥମ ଟ୍ରାୟଲ ଆରମ୍ଭ ହୋଇଛି । ଏହାସହ ଏକ ଭିଡିଓ ମଧ୍ୟ ପୋଷ୍ଟ ହୋଇଛି । ଯେଉଁଥିରେ ନେଟୱାର୍କର ସ୍ପିଡ ସମ୍ପର୍କରେ ସମସ୍ତ ଲାଇଭ ସୂଚନା ମିଳୁଛି । ଦେଖନ୍ତୁ ଏହି ଭିଡିଓ..

ଏହି ନେଟୱାର୍କ 3,500MHzରେ ଅପରେଟ ହେଉଥିବାର ଦେଖିବାକୁ ମିଳିଛି । ଏହାଦ୍ୱାରା ଭଲ ଭାବେ ଡାଉନଲୋଡ ମଧ୍ୟ ହୋଇପାରୁଛି । ସ୍ପିଡ ବହୁତ ଭଲ ରହିଛି । ଏଥିରେ 1Gbpsରୁ ଅଧିକ ସ୍ପିଡରେ ଡାଉନଲୋଡ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.