ଆରମ୍ଭ ହେଲା ଆମାଜନ୍ ଏମଆଇ ଫ୍ୟାନ ଫେଷ୍ଟିଭାଲ ସେଲ, ରେଡମିର ଏହି ସ୍ମାର୍ଟ ମଡେଲକୁ କିଣନ୍ତୁ ମାତ୍ର ୩୯୯ ଟଙ୍କାରେ

ଆରମ୍ଭ ହୋଇଛି ଆମାଜନ୍ ଏମଆଇ ଫ୍ୟାନ ଫେଷ୍ଟିଭାଲ ସେଲ । ଯେଉଁଥିରେ ଆପଣଙ୍କୁ ରେଡମି ସ୍ମାର୍ଟଫୋନ ବହୁତ ଶସ୍ତା ଦାମରେ ମିଳିବ । ରେଡମି କମ୍ପାନୀ ଏବେ ରେଡମି ୯ଏ ସ୍ପୋର୍ଟ ଲଞ୍ଚ କରିଛି । ଯାହାର ଦାମ ଇ-କମର୍ସ ପ୍ଲାଟଫର୍ମରେ ବହୁତ କମ ରହିଛି । ଆପଣ ଏହାକୁ ମାତ୍ର ୫୦୦ ଟଙ୍କା ଭିତରେ କିଣିପାରିବେ ।

ଆମାଜନ୍ ରେ ଏମଆଇ ଫ୍ୟାନ ଫେଷ୍ଟିଭାଲ ସେଲ ଆରମ୍ଭ ହୋଇଛି । ଏହା ଆସନ୍ତା ୧୨ ଅପ୍ରେଲ ପର୍ଯ୍ୟନ୍ତ ଚାଲୁ ରହିବ । ସେଲରେ ଏମଆଇ ସ୍ମାର୍ଟଫୋନରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ସେ ବି ଶସ୍ତାରେ ତେବେଏହି ସୁଯୋଗର ନିଶ୍ଚିତ ଭାବେ ଫାଇଦା ଉଠାନ୍ତୁ । ବଜେଟ କମ ଥିବା କାରଣରୁ ମନ ଊଣା କରନ୍ତୁ ନାହିଁ । ଫୋନ ପ୍ରେମୀଙ୍କ ପାଇଁ ଏମଆଇ କମ୍ପାନୀ ଜବରଦସ୍ତ ଅଫର ନେଇ ଆସିଛି । ସେଲରେ ଫୋନକୁ ଖୁବ ଶସ୍ତାରେ ବିକା ଯାଉଛି । ସେଲରେ ୮ହଜାର ଫୋନକୁ ଆପଣ କେବଳ ୩୯୯ ଟଙ୍କାରେ ପାଇପାରିବେ ।

mi
pc: the indian express

Redmi 9A Sport 2GB RAM+32GB ଷ୍ଟୋରେଜ ଭରିଏଣ୍ଟ ର ଲଞ୍ଚିଂ ଦାମ ୮,୪୯୯ ଟଙ୍କା ରହିଛି । କିନ୍ତୁ ସେଲରେ ଏହାକୁ ୬,୯୯୯ ଟଙ୍କାରେ ବିକାଯାଉଛି । ମାନେ ପୁରା ୧୫୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଯଦି ଏଥିରେ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମିଶୁଛି ତେବେ ଦାମ ଖୁବ ଶସ୍ତା ହେହାଇଯିବ । ଏହି ଫୋନରେ ସାଢ଼େ ୬ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆହେଉଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରୁଛନ୍ତି ତେବେ ଭାରି ଛାଡ ମଧ୍ୟ ମିଳିବ । ଏଥିପାଇଁ ପୁରୁଣା ଫୋନ ଲାଟେଷ୍ଟ ସହିତ କଣ୍ଡିସନ ଭଲ ଥିବା ଜରୁରୀ । ଯଦି ଆପଣ ଏସବୁ ଅଫରକୁ ମିଶାନ୍ତି ତେବେ ଫୋନ ର ଦାମ ମାତ୍ର ୩୯୯ ଟଙ୍କା ହୋଇଯିବ ।

redmi
pc:gizomochina

ଆଉ ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୭୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ଏହାପରେ ଫୋନର ଦାମ ହୋଇଯିବ ୬,୨୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.