୩ ହଜାର ଟଙ୍କାରେ କିଣନ୍ତୁ Vivoର ଏହି ଜବରଦସ୍ତ ସ୍ମାର୍ଟଫୋନ, ଆମାଜନ ସେଲରେ ରହିଛି ସାନଦାର ଡିଲ

ଆମାଜନର ଗ୍ରେଟ ଇଣ୍ଡିଆନ ସେଲରେ ୟୁଜର୍ସଙ୍କୁ ସ୍ମାର୍ଟଫୋନରେ ବର୍ଷର ସବୁଠାରୁ ବେଷ୍ଟ ଡିଲ ମିଳୁଛି। ଏହାର ସୁଯୋଗ ନେଇ ଭିଭୋ ମଧ୍ୟ ଆମାଜନ ସେଲରେ ନିଜ ପପୁଲାର ସ୍ମାର୍ଟଫୋନ Vivo U10କୁ ୩,୦୯୬ ଟଙ୍କାରେ କିଣିବା ପାଇଁ ସୁଯୋଗ ଦେଉଛି। ଭିଭୋ ଏତେ କମ୍‌ ଦାମରେ ଏହି ଫୋନକୁ ଗ୍ୟାରେଣ୍ଟେଡ ଏକ୍ସଚେଞ୍ଜ ପ୍ଲାନ ଅନୁଯାୟୀ ଅଫର କରୁଛି। ଏହି ଅଫର୍ସ ସହିତ ୟୁଜର୍ସଙ୍କୁ ଭିଭୋ ଫୋନ କିଣିବା ବହୁତ ସହଜ ହୋଇଯାଇଛି।

କମ୍ପାନୀ ୯୯ ଟଙ୍କାର ଏକ୍ସଚେଞ୍ଜ ପ୍ଲାନ ବଦଳରେ ୧୨ ମାସରେ ଫୋନର ଦାମ ଉପରେ ୭୦ ପ୍ରତିଶତ ରିହାତି ଦେଉଛି। ଏହି ପ୍ଲାନ ଅନୁଯାୟୀ ଯଦି ଆପଣ ଭିଭୋ କିଣିବାକୁ ଚାହୁଁଛନ୍ତିଳ ତାହେଲେ ଆପଣଙ୍କୁ ଡିଲ ପ୍ରାଇସ ୯,୯୯୦ ଟଙ୍କା ସହିତ ୯୯ ଟଙ୍କାର ଗ୍ୟାରେଣ୍ଟେଡ ଏକ୍ସଚେଞ୍ଜ ପ୍ଲାନ ମଧ୍ୟ ନେବାକୁ ହେବ। ଏମିତିରେ ଏହି ଫୋନର ଦାମ ୧୦,୦୮୯ ଟଙ୍କା ରହିଥାଏ।

ଗ୍ୟାରେଣ୍ଟେଡ ଏକ୍ସଚେଞ୍ଜ ପ୍ଲାନ ନେବା ପରେ ଯେତେବେଳେ ଆପଣ ୯ ରୁ ୧୨ ମାସ ଭିତରେ ଆମାଜନରୁ ଅନ୍ୟ କେଉଁ ଫୋନ କିଣୁଛନ୍ତି ତାହେଲେ ଆପଣଙ୍କୁ ନିଜ Vivo U10ରେ ୬,୯୯୩ ଟଙ୍କାର ଏକ୍ସଚେଞ୍ଜ ଭେଲ୍ୟୁର ଫାଇଦା ହେବ। ଏମିତିରେ ଗୋଟେ ବର୍ଷ ପର୍ଯ୍ୟନ୍ତ Vivo U10 ଫୋନର ଦାମ ୩,୦୯୬ ଟଙ୍କା ହୋଇଯାଏ।

vivooଭିଭୋର ଏହି ସାନଦାର ଅଫର ସହିତ ଆପଣ କମ୍ପାନୀର କୌଣସି ବି ବେଷ୍ଟସେଲିଙ୍ଗ ସ୍ମାର୍ଟଫୋନ କିଣିପାରିବେ। ଏହି ଅଫର ଅନୁଯାୟୀ ଫୋନ କିଣିବା ପାଇଁ ହେଲେ ଆପଣଙ୍କୁ ଚେକଆଉଟ କରିବା ସମୟରେ ମୋବାଇଲ ପ୍ରୋଟେକସନ ପ୍ଲାନ ସେକସନକୁ ଯାଇ ଗ୍ୟାରେଣ୍ଟେଡ ଏକ୍ସଚେଞ୍ଜ ପ୍ରାଇସକୁ ସିଲେକ୍ଟ କରିବାକୁ ହେବ।

ଭିଭୋ ର ଫିଚର ଏବଂ ସ୍ପେସିଫିକେସନ

ଫୋନରେ 720×1544 ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୩୫ ଇଞ୍ଚର ଏଚଡି+ IPS Halo ଫୁଲଭ୍ୟୁ ଡିସପ୍ଲେ ଦିଆଯାଇଛି। ଏହି ଫୋନ ୧୯.୫:୯ର ଆସପେକ୍ଟ ରେସିଓ ସହିତ ଆସିଥାଏ। ଡୁଆଲ ସିମ ସପୋର୍ଟର ଏହି ଫୋନ ଆଣ୍ଡ୍ରଏଡ ୯ ପାଇ ଉପରେ ବେସଡ Funtouch OS 9.1 ଉପରେ କାମ କରିଥାଏ। ୩ ଜିବି ରାମ ଏବଂ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ସହିତ ଆସୁଥିବା ଏହି ଫୋନରେ ସ୍ନାପଡ୍ରାଗନ  665AIE ପ୍ରୋସେସର ଦିଆଯାଇଛି।

ଭିଭୋର ସ୍ପେସିଫିକେସନ

ପରଫରମାନ୍ସ        Snapdragon 665
ଷ୍ଟୋରେଜ            32 GB
କ୍ୟାମେରା            13MP + 8MP + 2MP
ବ୍ୟାଟେରୀ            5000 mAh
ଡିସପ୍ଲେ                6.35″ (16.13 cm)
ରାମ                   3 GB

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.