Below header

ବିନା ନେଟଓ୍ଵର୍କ ରେ ବି କରିପାରିବେ କଲ୍‌ ଓ ମେସେଜ, ଜାଣନ୍ତୁ iphone 13 କେମିତି କରିବ କାମ

ନୂଆ ଦିଲ୍ଲୀ : ଖୁବ୍‌ ଶୀଘ୍ର iphone 13 ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍‌ ଆସନ୍ତା ମାସ ବା ସେପ୍ଟେମ୍ବର ୨ୟ ସପ୍ତାହ ଆଡକୁ ଲଞ୍ଚ ହୋଇପାରେ । ଲଞ୍ଚ ହେବା ପୂର୍ବରୁ ଫୋନ ସମ୍ପର୍କରେ କିଛି ତଥ୍ୟ ଜଣାପଡ଼ିଛି । ଏହି ଫୋନ୍‌ ସାଟେଲାଇଟ ମୋଡ଼ (LEO) କନେକ୍ଟିଭିଟି ସହ ଆସୁଛି ।

ଏହି ଇନ୍‌ବିଲ୍ଟ କନେକ୍ଟିଭିଟି ଯୋଗୁ ଫୋନ୍‌ ବିନା 4G କିମ୍ବା 5G ରେ କଲ୍‌ ଓ ମେସେଜ୍‌ କରିପାରିବେ । ଏଥିରେ ଟାଓ୍ଵାର କନେକ୍ଟିଭିଟି ବ୍ୟବହାର ହେବ ନାହିଁ । ଫୋନ ସିଧା ସାଟେଲାଇଟ ସହ ଯୋଡି ରହିଥାଏ । ହେଲେ ଏଥିରୋ ରେଟ୍‌ ଅଧିକ ରହିଥାଏ । ସର୍ବିସ ମହଙ୍ଗା ହେବା ସହ ନେଟଓ୍ଵର୍କ ସ୍ଲୋ ରହିଥାଏ ।

ତେବେ ସବୁଠୁ ବଡ଼ ସୁବିଧା ଯେ ନେଟ୍‌ଓ୍ଵର୍କ ନଥିଲେ ମଧ୍ୟ ଏଥିରୁ କଲିଂ ଓ ମେସେଜ କରହେବ ।
Apple ବ୍ୟତୀତ ଏବେ ଅନ୍ୟ ସ୍ମାର୍ଟ ଫୋନ୍‌ କମ୍ପାନୀ ମଧ୍ୟ ସାଟେଲାଇଟ କନେକ୍ଟିଭିଟି ବାଲା ପ୍ରସ୍ତୁତ କଲେଣି । ତେବେ ୨୦୨୨ ରେ ଆସୁଥିବା Qualcomm ର X65 ଚିପ୍‌ସେଟ୍‌ ଲଞ୍ଚି ହେବାକୁ ଯାଉଛି । Apple କିନ୍ତୁ ସାଟେଲାଇଟ କନେକ୍ଟିଭିଟି ବାଲା ପ୍ରଥମ ଫୋନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.