ଫ୍ଳିପକାର୍ଟ ଅନର ଡ଼େ ସେଲ୍ : ଶସ୍ତା ହେଲା ଅନର ଏହି ଦମଦାର ଫୋନ୍

ନୂଆଦିଲ୍ଲୀ : ଭାରତ ବଜାରରେ ନିଜର ଦମଦାର ସ୍ମାର୍ଟଫୋନ ପାଇଁ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ାଇଥିବା ଅନର ଫୋନ ନେଇ ଆରମ୍ଭ ହୋଇଛି ସେଲ। ଏହି ସେଲ ଆପଣ ଫ୍ଳିପକାର୍ଟରେ ଅନର ଡ଼େ ସେଲ ପାଇପାରିବେ। ଏହି ସେଲରେ ଆପଣ ଖୁବ କମ୍ ମୂଲ୍ୟରେ ଅନରର ଅନେକ ଦମଦାର ସ୍ମାର୍ଟଫୋନ ନିଜର କରିପାରିବେ। ଏହି ଅଫର ଫ୍ଳିପକାର୍ଟରେ ଡ଼ିସେମ୍ବର ୧୩ ରୁ ୧୬ ପର‌୍ୟ୍ୟନ୍ତ ଚାଲୁରହିଛି। ଏହି ଅଫରରେ ଅନରର ୬ଟି ସ୍ମାର୍ଟଫୋନ ଉପରେ ଭାରି ରିହାତି ମିଳୁଛି।

honorr

 

ଅନରର ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ ମାନଙ୍କରେ ଭଲ ରିହାତି ମିଳୁଛି। ଏନେଇ ଅନର୧୦ ସ୍ମାର୍ଟଫୋନରେ ୮୦୦ଟଙ୍କାର ରିହାତି, ଅନର ୯ଆଇରେ ୨୦୦୦ଟଙ୍କାର ରିହାତି ଆଦି ଉପଲବ୍ଧ ରହିଛି। ସେହିପରି ଅନର୭ଏସ ଏବଂ ଅନର ଏସ ଏର ମୂଲ୍ୟ ୧ ହଜାର ଟଙ୍କାର କମ ହୋଇଛି।

ଫ୍ଳିପକାର୍ଟ ଅନର ଡ଼େ ସେଲରେ ସ୍ମାର୍ଟଫୋନ ମାନଙ୍କରେ ପାଖାପାଖି ୮ ହଜାର ଟଙ୍କାର ରିହାତି ମିଳୁଛି। ଏହାର ଅଧିକ ସୂଚନା ଆପଣ ଫ୍ଳିପକାର୍ଡ଼ର ଅଫିସିଆଲ ୱେବସାଇଟକୁ ଯାଇ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.