ଫ୍ଲିପକାର୍ଟରେ ଆଜି ଠାରୁ ଆରମ୍ଭ ହେଉଛି ଧମାକେଦାର ସେଲ, ଏହି ସବୁ ମୋବାଇଲ ଉପରେ ରହିଛି ବଡ଼ ଡିସକାଉଣ୍ଟ

ଆମାଜନର ଫ୍ରିଡମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ମଧ୍ୟ ନ୍ୟାସନାଲ ସପିଂ ଡେଜ୍‌ ସେଲ ନେଇ ଆସିଛି। ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ ଆସିଛି। ଏହି ସେଲ ୮ ଅଗଷ୍ଟ ଅର୍ଥାତ ଆଜିଠାରୁ ଆରମ୍ଭ ହେଉଛି। କିନ୍ତୁ ଫ୍ଳିପକାର୍ଟ ପ୍ଲସ ମେମ୍ବରର୍ସ ପାଇଁ ଏହା ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଯାଇଛି। National Shopping Days 2019ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ ଟିମ୍‌ ଅପ୍‌ କରିଛି।

ICICI ବ୍ୟାଙ୍କ୍‌ ନିଜର ଡେବିଟ ଏବଂ କ୍ରେଡିଟ୍‌ କାର୍ଡ ୟୁଜର୍ସଙ୍କ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ଦେଉଛି। ସେଲ ୮ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

phoneଫ୍ଲିପକାର୍ଟ ନ୍ୟାସନାଲ ସପିଂ ଡେଜ୍‌ ସେଲ ଉପରେ ମୋବାଇଲ ଫୋନ, ଟ୍ୟାବଲେଟସ୍‌, ଲାପଟପ୍‌, ଟିଭି, ସ୍ପିକର୍ସ ଏବଂ ଅନ୍ୟ ପପୁଲାର ପ୍ରଡକ୍ଟସ୍‌ ଉପରେ ଭାରୀ ଡିସକାଉଣ୍ଟ ଅଫର କରାଯାଉଛି। ଫ୍ଲିପକାର୍ଟ Redmi Note 7 Pro ମୋବାଇଲ ଫୋନ ଉପରେ ଟପ୍‌ ଅଫର୍ସ ଜାରୀ କରାଯାଇଛି।

ଏହାସହ ପଢନ୍ତୁ : ଏବେ କାର ଚଲାଇବା ସମୟରେ ଖରା ପାଇଁ ଆପଣଙ୍କୁ କରିବ ନାହିଁ ହଇରାଣ, ଆଇଆଇଟି ଛାତ୍ର ପ୍ରସ୍ତୁତ କରିଛନ୍ତି ଏକ ଖାସ୍‌…

ଏହାଛଡା ଏହି ସେଲରେ କିଛି ପ୍ରଡକ୍ଟସର ଫ୍ଲାସ ସେଲ୍‌ ମଧ୍ୟ ରନ୍‌ କରିବ। ଏବେ ଓପନ ସେଲ ଉପରେ ଉପଲବ୍ଧ ଅଛି। ଏହି ଫୋନ ଉପରେ ଏକ୍ସଟ୍ରା ୧୦୦୦ ଟଙ୍କା ଡିସକାଉଣ୍ଟ ମଧ୍ୟ ମିଳୁଛି।

smartphoneଫ୍ଲିପକାର୍ଟ Xiaomi’s Redmi Note 7S ଏବଂ Realme 3 Pro ଉପରେ ଏବେ ପର୍ଯ୍ୟନ୍ତର ସବୁଠାରୁ କମ୍‌ ଟଙ୍କାର ମଧ୍ୟ ଅଫର କରାଯାଉଛି। ଏହାସହିତ Honor 20i ଉପରେ ମଧ୍ୟ ଡିସକାଉଣ୍ଟ ଚାରି ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି।  Vivo Z1 Pro ଉପରେ ମଧ୍ୟ ୧୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି। ସେହିଭଳି Oppo K1 (4GB, 64GB)କୁ ଆପଣ ୧୨,୯୯୦ ଟଙ୍କାରେ କିଣିପାରିବେ। ଏହି ଫୋନର ଦାମ ରହିଛି ୧୮.୯୯୦ ଟଙ୍କା।

Flipkart National Shopping Days saleରେ ଆପଣଙ୍କୁ ର କିଛି ମଡେଲ ଉପରେ ମଧ୍ୟ ଡିସକାଉଣ୍ଟ ମିଳିବ। ଅବଶ୍ୟ ଏବେ ପର୍ଯ୍ୟନ୍ତ ଫ୍ଲିପକାର୍ଟ ଏହି କଥାର ସୂଚନା ଦେଇନାହାନ୍ତି ଯେ ଡିସକାଉଣ୍ଟ କେଉଁ ଫୋନରେ ଦିଆଯିବ। ଏହାଛଡା ଏବଂ ଭଳି ସ୍ମାର୍ଟଫୋନକୁ ଲୋଏଷ୍ଟ ପ୍ରାଇସ୍‌ ଉପରେ ମଧ୍ୟ କିଣା ଯାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.