Below header

ଫ୍ଲିପକାର୍ଟ ସୁପର ସେଲ ଆରମ୍ଭ, ରକ୍ଷାବନ୍ଧନରେ ସପିଂ କରିବାର ବଢ଼ିଆ ଅଫର

ନୂଆଦିଲ୍ଲୀ : ଆସନ୍ତା କାଲି ଦେଶ ତମାମ୍ ଭାଇ ଭଉଣୀଙ୍କ ପବିତ୍ର ଉତ୍ସବ ରକ୍ଷାବନ୍ଧନ ପାଳନ କରାଯିବ। ସାଧାରଣତଃ ସମସ୍ତ ଭଉଣୀ ଏହି ଉତ୍ସବରେ ଭରସା ଏବଂ ସୁରକ୍ଷାର ଡ଼ୋରୀ ଭାଇଙ୍କ ହାତ ବାନ୍ଧିଥିବା ବେଳେ ଭାଇ ଭଉଣୀକୁ ରକ୍ଷା କରିବା ପାଇଁ କହିବା ସହ ତାଙ୍କୁ କିଛିନା କିଛି ଉପହାର ଦେଇଥାନ୍ତି। ଏହି ସମୟରେ ଯଦି ଆପଣ ଆପଣଙ୍କ ଭାଇ ବା ଭଉଣୀ ପାଇଁ କିଣିବାକୁ ଚାହୁଁଛନ୍ତି ତେବେ ଏବେ ଭାରତୀ ଲିଡ଼ିଂ ସପିଂ ସାଇଟ ଫ୍ଳିପକାର୍ଟ ସେଲର ଆୟୋଜନ କରିଛି। ଏହି ସେଲର ନାମ ସୁପର ସେଲ ରହିଥିବା ବେଳେ ୨୫ଅଗଷ୍ଟ ରାତି ୧୨ଟା ପରଠାରୁ ଏହା ଆରମ୍ଭ ହେବାକୁ ଯାଉଛି। କହିବାକୁ ଗଲେ ଏବେ ସେଲ ଆରମ୍ଭ ହୋଇଗଲାଣି ଏବଂ ଏହା ୧୨ଟା ପର୍ଯ୍ଯନ୍ତ ଚାଲୁରହିବ।

ଫ୍ଳିପକାର୍ଟର ସୁପର ସେଲରେ ସ୍ମାର୍ଟଫୋନ, ଲାପଟପ୍, ଅଡ଼ିଓ ଡ଼ିଭାଇସ୍ ଏବଂ କ୍ଯାମେରା ଆଦିରେ ବହୁ ମାତ୍ରାରେ ରିହାତି ଦିଆଯାଇଛି। ଏଥିସହ ଫ୍ଳିପକାର୍ଟର ଏହି ସେଲରେ ଫ୍ଳିପକେର୍ଟ ଫ୍ଳସରେ ଗ୍ରାହକଙ୍କୁ ଶୀଘ୍ର ଡ଼େଲିଭରୀ ମିଳିବ ଏବଂ ଫ୍ଲିପକାଟରେ ଅଫର ପଏଣ୍ଟ ମଧ୍ୟ ଏଥିସହ ଯୋଡ଼ି ହେବ। ତେବେ ଡ଼େରୀ କାହାଁକି ଯାଆନ୍ତୁ ଏବଂ ନିଜ ଭାଇ ଭଉଣୀଙ୍କ ପାଇଁ କିଛି ଉପହାର କିଣନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.