ଆପଣ ବି ସହଜରେ ଟ୍ରାକ୍‌ କରିପାରିବେ ନିଜ ସାଙ୍ଗର ଲୋକେସନ୍‌, ଏହା ହେଉଛି ସେହି ଇଜି ତରିକା

ଟେକ୍ନୋଲୋଜିର ଦୁନିଆରେ ସବୁ ଲୋକ କଥା ହେବା ଠାରୁ ନେଇ ଟଙ୍କା ପଠାଇବା ପର୍ଯ୍ୟନ୍ତ ସମସ୍ତ କାଯ୍ୟର୍ ପାଇଁ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି। ସାଧାରଣତଃ ଅଧିକାଂଶ ଲୋକ ନିଜର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଗୁଗଲ କ୍ରୋମରେ ଲୋକେସନ ଟ୍ରାକ କରିବା ପାଇଁ ବାଟ ଖୋଜନ୍ତି କିନ୍ତୁ ସେମାନଙ୍କୁ କୌଣସି ରେଜଲ୍ଟ ମିଳିନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଟ୍ରିକ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ସହଜରେ ଲୋକେସନ ଟ୍ରାକ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି।

youtubeନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଲୋକେସନ ଜାଣିବା ପାଇଁ ଆପଣଙ୍କୁ ହ୍ଵାର୍ଟସଅପର ସାହାଯ୍ୟ ନେବାକୁ ହେବ। ଏଥିପାଇଁ ପ୍ରଥମେ ଆପଣଙ୍କୁ ୟୁଟୁବ ଭିଡିଓର ଲିଙ୍କକୁ କପି କରିବାକୁ ହେବ।

grabify

ଏପରି କରିବା ପରେ ଆପଣଙ୍କୁ grabify.linkକୁ ଯାଇ ସର୍ଚ୍ଚ ବାରର ପେଷ୍ଟ କରିବାକୁ ହେବ। ଏଠାରେ ଆପଣଙ୍କୁ ୟୁଆରଏଲ create ଏବଂ ଟ୍ରାକିଂର ବିକଳ୍ପ ମିଳିବ।ନୂଆ ୟୁଆରଏଲକୁ ନିଜର ସାଙ୍ଗ ଏବଂ ପରିବାର ସଦସ୍ୟଙ୍କର ହ୍ଵାଟସଅପକୁ ପଠାଇବାକୁ ହେବ। ଏହା ଦ୍ୱାରା ଆପଣ ଲୋକେସନ ଟ୍ରାକ୍‌ କରିପାରିବେ।

ଏହାସହ ପଢନ୍ତୁ : IPhone 5 ୟୁଜର୍ସ ୩ ନଭେମ୍ବର ପୂର୍ବରୁ IOS 10.3.4କୁ କରନ୍ତୁ ଅପଡେଟ୍‌, ନଚେତ ବନ୍ଦ ହୋଇଯିବ ଆପଣଙ୍କ ଫୋନର ଇଣ୍ଟରନେଟ

ଏତିିକି କରିବା ପରେ ଆପଣଙ୍କୁ ପୁର୍ନବାର ଲିଙ୍କର ସାଇଟକୁ ଯିବାକୁ ହେବ ଏବଂ ପେଜକୁ ରିଫ୍ରେସ କରିବାକୁ ହେବ। ଯେମିତି ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟ ଲିଙ୍କକୁ ଓପନ କରିବେ, ତେବେ ଆପଣଙ୍କ ଆଇପି ଆଡ୍ରେସ ତାଙ୍କୁ ମିଳିଯିବ।

lastଏବେ ଆପଣଙ୍କୁ ଆଇପ ଲିଙ୍କକୁ ରେ ର ସର୍ଚ୍ଚ ବାରରେ ଏଣ୍ଟର କରିବାକୁ ହେବ। ଏଠାରେ ଆପଣଙ୍କୁ latitude ଏବଂ longitudeରେ ଲୋକେସନର ସୂଚନା ମିଳିବ। ଏହାପରେ ଆପଣ ଏହି ବିବରଣୀକୁ ଗୁଗଲ ମ୍ୟାପରେ ପକାଇ ଲୋକସେନକୁ ଟ୍ରାକ କରପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.