Below header

କିଏ କିଏ ଚେକ କରିଛନ୍ତି ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ DP, ଚୁଟକିରେ କରନ୍ତୁ ପତ୍ତା

ଆଜିକାଲି ସମସ୍ତେ ହ୍ଵାଟସଅପର ବ୍ୟବହାର କରୁଛନ୍ତି। ଯଦି ଆପଣ ବି ହ୍ଵାଟସଅପର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଆମେ ଏଠାରେ ବହୁତ ଜରୁରୀ ସୂଚନା ଦେଉଛୁ। ଯଦି ଆପଣ ହ୍ଵାଟସଅପ୍ ପ୍ରୋଫାଇଲ ପିକଚର ବା ଡିପି ଦେଉଛନ୍ତି ଏବଂ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଡିପିକୁ କିଏ କିଏ ଚେକ୍ କରୁଛନ୍ତି ବା ଦେଖୁଛନ୍ତି, ତାହେଲେ ଗୋଟେ ସହଜ ଉପାୟରେ ଆପଣ ଏହାର ପତ୍ତା ଲଗାପାରିବେ। ଆସନ୍ତୁ ଆପଣଙ୍କୁ ସେହି ସହଜ ଟ୍ରିକ ଜଣାଇବୁ ଯାହାଦ୍ୱାରା ଆପଣ ଚୁଟକିରେ ଜାଣିପାରିବେ ଆପଣଙ୍କ ଡିପି ଚେକ କରୁଥିବା ଲୋକଙ୍କର ନାମ ଏବଂ ନମ୍ବର।

whatsapp newଜାଣନ୍ତୁ କଣ ସେହି ଟ୍ରିକ

ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ ଫଟୋ କିଏ କିଏ ଦେଖିଛନ୍ତି, ଏହା ପତ୍ତା ଲଗାଇବା ପାଇଁ ଆପଣଙ୍କୁ ଗୋଟେ ଆପକୁ ଡାଉନଲୋଡ୍ କରିବାକୁ ହେବ। ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ WhatsApp- Who Viewed Me କିମ୍ବା Whats Tracker ନାମକ ଆପକୁ ଡାଉନଲୋଡ୍ କରନ୍ତୁ। ଏହି ଆପକୁ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ଏହାସହିତ 1mobile market କୁ ମଧ୍ୟ ଡାଉନଲୋଡ୍ କରିବାକୁ ହେବ। ଏହି ଆପ୍ ବିନା WhatsApp- Who Viewed Me ଡାଉନଲୋଡ୍ ହିଁ ହେବନାହିଁ। ଏହି 1mobile market ଆପ୍ ଆପେ ଆପେ ଡାଉନଲୋଡ୍ ହୋଇଯିବ। WhatsApp- Who Viewed Me ଫୋନରେ ଇନଷ୍ଟଲ କରିବା ପରେ ଆପଣଙ୍କୁ କିଛି ସେକେଣ୍ଡ ଅପେକ୍ଷା କରିବାକୁ ହେବ। ଅଳ୍ପ ସମୟ ପରେ ଆପଣଙ୍କ ପାଖରେ ଏହି ଆପରେ ସେହି ଲୋକଙ୍କ ଲିଷ୍ଟ ଆସିଯିବ ଯେଉଁଥିରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ହ୍ଵାଟସଅପକୁ କିଏ କିଏ ଚେକ୍ କରିଛନ୍ତି।

whatsappଆପଣଙ୍କ ସାମ୍ନାରେ ଆସିଥିବା ଲିଷ୍ଟରେ ଆପଣଙ୍କୁ କେବଳ ସେହି ଲୋକଙ୍କ ବିଷୟରେ ପତ୍ତା ଲଗାଇପାରିବେ ଯେଉଁମାନେ ଗତ ୨୪ ଘଣ୍ଟା ଭିତରେ ଆପଣଙ୍କ DP ଦେଖିଛନ୍ତି। ଏହା ଆପଣଙ୍କ ସାମ୍ନାରେ Contact କ୍ୟାଟେଗରୀ ରଖିବ, ଯେଉଁଠି ଆପଣଙ୍କ ଫଟୋକୁ ସିକ୍ରେଟଲି ଦେଖୁଥିବା ଲୋକଙ୍କ ଲିଷ୍ଟ ଆପଣ ଦେଖିପାରିବେ। ତେବେ ଏହି ଆପ୍ ଆପଣଙ୍କ ପାଇଁ କେତେ ନିରାପଦ ଏବଂ ସୁରକ୍ଷିତ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଆପଶ ନିଜ ଇଚ୍ଛା ମୁତାବକ ଏହି ଟ୍ରିକକୁ ଟ୍ରାଏ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.