Below header

ଆମାଜନରେ ଲଞ୍ଚ ହେଲା ସ୍ମାର୍ଟ୍ ଫୋନ୍ OPPO F21 ପ୍ରୋ, ବମ୍ପର ଅଫର ରିହାତିରେ କିଣନ୍ତୁ ଏହି ଫୋନ୍

ବର୍ତ୍ତମାନ ଫୋନ୍ କମ୍ପାନୀ ଗୁଡ଼ିକ ଭଲ ଭଲ ଅଫର ଦେଉଛନ୍ତି। ଯଦି ଆପଣ ସ୍ୱଳ୍ପ ବଜେଟରେ ସର୍ବୋତ୍ତମ ଫୋନ୍ କିଣିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆମାଜନରେ OPPO F21 Pro ର ଡିଲ୍ ଯାଞ୍ଚ କରନ୍ତୁ । ଏହି ଫୋନରେ ଲଞ୍ଚ ହେବା ମାତ୍ରେ ୫ ହଜାର ରିହାତି, ୨୫୦୦ ଟଙ୍କା କ୍ୟାସବ୍ୟାକ୍ ଏବଂ ୧୨ ହଜାରରୁ ଅଧିକ ମୂଲ୍ୟର ଏକ୍ସଚେଞ୍ଜ୍ ବୋନସ୍ ଅଛି। ତେବେ ଏହା ଆପଣଙ୍କ ପାଇଁ ସବୁଠୁ ଭଲ ଅଫର। OPPO F21 Pro ବର୍ତ୍ତମାନ OPPO 65MP କ୍ୟାମେରା ସହିତ ମାର୍କେଟକୁ ଆସିଛି। ଏହି ଫୋନର ଫିଚର୍ କଥା କହିବାକୁ ଗଲେ ଏହା ସବୁଠାରୁ ମହଙ୍ଗା ଫୋନ୍ ଏବଂ ଏହା ଲଞ୍ଚ ହେବା ମାତ୍ରେ ଏହି ଫୋନରେ ସର୍ବାଧିକ ରିହାତି ମଧ୍ୟ ମିଳୁଛି। ଆମାଜନରୁ ଏହି ଫୋନ୍ କିଣିବାରେ, ଆପଣ ୮ ହଜାର ପର୍ଯ୍ୟନ୍ତ ରିହାତି ଏବଂ ୧୨ ହଜାରରୁ ଅଧିକ ମୂଲ୍ୟର ଏକ୍ସଚେଞ୍ଜ୍ ବୋନସ୍ ପାଇଛନ୍ତି। ଏହି ଫୋନ୍ ଆପଣଙ୍କୁ କସ୍ମିକ୍ ବ୍ଲାକ୍, 8 ଜିବି ରାମ୍, 128 ଷ୍ଟୋରେଜ୍ ସହିତ ମିଳିବ।

ଏହି ଫୋନର ମୂଲ୍ୟ ୨୭ ହାଜର ୯୯୯ ଟଙ୍କା କିନ୍ତୁ ଆପଣ ଏହାକୁ ୨୨ ହଜାର ୯୯୯ ଟଙ୍କାରେ ଅଫର ପ୍ରି-ବୁକ୍ କରିପାରିବେ । ଫୋନରେ ଫ୍ଲାଟ ୫ ହଜାର ରିହାତି ଅଛି। ବ୍ୟାଙ୍କ ଅଫ୍ ବରୋଦା କାର୍ଡ ଦେୟ ଉପରେ ୨୫୦୦ ତତକ୍ଷଣାତ୍ କ୍ୟାସବ୍ୟାକ୍ ଏବଂ ଏହି ଫୋନରେ ୧୪୦୦୦ ଟଙ୍କା ବିନିମୟ ବୋନସ ରହିଛି। ଫୋନ୍ କ୍ୟାମେରା ବିଷୟରେ କହିବାକୁ ଗଲେ ୨୦ ହଜାର ବଜେଟ୍ ଫୋନରେ ଏହାର କ୍ୟାମେରା ଖୁବ୍ ଭଲ ରହିଛି। ଫୋନରେ ଏକ ଟ୍ରିପଲ୍ ରିୟର କ୍ୟାମେରା ଅଛି ଯେଉଁଥିରେ ମେନ୍ କ୍ୟାମେରା 64MP। ଏଥିରେ ମାଇକ୍ରୋଲେନ୍ସ ସହିତ 2MP ର ଦୁଇଟି କ୍ୟାମେରା ଅଛି।

ଫୋନରେ ସୋନି IMX709 ସେନସର ସହିତ ଏକ 32MP ସେଲଫି କ୍ୟାମେରା ମଧ୍ୟ ରହିଛି। ଫୋନର ଅନ୍ୟାନ୍ୟ ଫିଚର୍ ମଧ୍ୟ ଭଲ ରହିଛି। ଫୋନରେ ଏକ ଅଲ୍ଟ୍ରା ସିମ୍ ରେଟ୍ରୋ ଡିଜାଇନ୍ ଏବଂ ଫାଇବରଗ୍ଲାସ୍ ଲେଦର୍ ଫିନିଶ୍ ଲୁକ୍ ଅଛି । ଫୋନରେ ଲାଇଟ୍ ମଧ୍ୟ ଭଲ ରହିଛି। ବ୍ୟାଟେରୀ କଥା କହିବାକୁ ଗଲେ ଏଥିରେ 4500 mAh ବ୍ୟାଟେରୀ ଅଛି ଯାହା 33W SUPERVOOC ଚାର୍ଜିଂକୁ ସପୋର୍ଟ କରିବ।

ଫୋନ୍ ମାତ୍ର ୫ ମିନିଟରେ ୩ ଘଣ୍ଟା ପାଇଁ ଚାର୍ଜ ହୋଇଯାଏ। 6.43 ଇଞ୍ଚ FHD AMOLED ପଞ୍ଚ ହୋଲ୍ ଡିସ୍ପ୍ଲେ ରହିଛି ଏଥିରେ। ଏହି ଫୋନଟି ସ୍ନାପଡ୍ରାଗନ୍ 680 ଅକ୍ଟା-କୋର ପ୍ରୋସେସର୍ ଦ୍ୱାରା 8 ଜିବି ରାମ୍ ଏବଂ 128 ଜିବି ଷ୍ଟୋରେଜ୍ ସହିତ ଚାଳିତ। ଆପଣ ଏହାକୁ ଆମାଜନ୍ ଅଫରରେ କିଣି ପାରିବେ। ବ୍ୟାଙ୍କ୍ ଅଫର୍ ରହିଲେ ଏହା ଆପଣଙ୍କୁ ଭଲ ରେଟରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.