ଫ୍ଲିପକାର୍ଟର ବିଗ ସେଭିଂ ଡେଜ୍‌ ସେଲରେ ଅତିଶସ୍ତାରେ କିଣନ୍ତୁ Samsung 32Inch Smart Tv

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବଢ଼ିଆ ସେଲ। ନୂଆବର୍ଷର ଆରମ୍ଭ ତଥା ପୁରୁଣା ବର୍ଷର ଶେଷକୁ ଧ୍ୟାନରେ ରଖି ଇକମର୍ସ ପ୍ଳାଟଫର୍ମ ଆଣିଛି ମେଗା ଅଫର। ଯେଉଁଥିରେ ଆପଣ ସାମସଙ୍ଗର ୩୨ ଇଞ୍ଚର ସ୍ମାର୍ଟ ଏଲଇଡି ଟିଭିକୁ ଖୁବ ଶସ୍ତାରେ କିଣିପାରିବେ। ଭଲ କମ୍ପାନୀ ର ସ୍ମାର୍ଟ ଏଲଇଡ଼ି ଟିଭିକୁ କିଣିବା ପାଇଁ ଥାଏ ସମସ୍ତଙ୍କ ଇଚ୍ଛା। ତେବେ ଦାମ ଅଧିକ କାରଣରୁ ଏହାକୁ ସମସ୍ତେ କିଣିବା କୁ କୁଣ୍ଠାବୋଧ କରନ୍ତି। କିନ୍ତୁ ଫ୍ଲିପକାର୍ଟ ସେହି ଭଳି ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି। ଏମିତିରେ ଗ୍ରାହକଙ୍କୁ ବଢ଼ିଆ ଅଫର ଦେଉଛି ।

ଫ୍ଲିପକାର୍ଟର ନିଜ ମେଗା ସେଲରେ ୩୨ ଇଞ୍ଚର ସ୍ମାର୍ଟ ଏଲଇଡ଼ି ଟିଭିକୁ ଶସ୍ତାରେ କିଣିପାରିବେ। ଏହାର ପ୍ରକୃତ ଦାମ ହେଉଛି ୧୯ ହଜାର ଟଙ୍କା। ତେବେ ଆପଣ କିନ୍ତୁ ଏହାକୁ ମାତ୍ର ୭୪୦ଟଙ୍କାରେ କିଣିପାରିବେ। କଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ତେବେ କଥା ଟା କିନ୍ତୁ ପୁରା ସତ।

ଫ୍ଲିପକାର୍ଟରେ ଚାଲିଛି ବିଗ ସେଭିଂ ଡେଜ ସେଲ। ସେଲରେ ଆପଣ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଓ ଅନେକ ଇଲେକଟ୍ରୋନିକ ଆଇଟମ ରେ ଧମାକାଦାର ଡିସକାଉଣ୍ଟ ଦିଆଯାଉଛି। ସବୁଠାରୁ ବେଷ୍ଟ ରହିଛି ଏହି ସେଲରେ ିସ୍ମାର୍ଟ ଏଲଇଡ଼ି ଟିଭି। ଏହାର ଦାମ ପ ୁୁରା ଶସ୍ତା ରଖାଯାଇଛି। ୧୯ ହଜାର ଟଙ୍କାର ସାମସଙ୍ଗ ଏଲଇଡ଼ି ଟିଭିକୁ ଆପଣ ମାତ୍ର ୭୪୦ ଟଙ୍କାରେ କିଣିପାରିବେ।

ଏହାର ମାର୍କେଟରେ ପ୍ରକୃତ ଦାମ ରହିଛି ୧୮,୯୦୦ ଟଙ୍କା। କିନ୍ତୁ ଫ୍ଲିପକାର୍ଟରେ ୧୨,୯୯୦ ଟଙ୍କା ରେ ଏହା ମିଳୁଛି। ଟିଭି ରେ ୩୧% ଅଫ ମଧ୍ୟ ରହିଛି। ଏହାବ୍ୟତିତ ଅନ୍ୟ ବ୍ୟାଙ୍କ ଅଫର୍ସ ଓ ଏକ୍ସଚେଞ୍ଜ ଅଫର୍ସ ମିଶାଇ ଏହାର ଦାମ ପୁରା କମିଯାଉଛି।

ସାମସଙ୍ଗ ୩୨ ଇଞ୍ଚର ସ୍ମାର୍ଟ ଏଲଇଡି ଟିଭିକୁ କିଣିବାକୁ ହେଲେ Kotak ବ୍ୟାଙ୍କର କାର୍ଡ ବ୍ୟବହାର କରିବାକୁ ହେବ। ତେବେ ଏମିତିରେ ୧୨୫୦ ଟଙ୍କାର ଡିିସକାଉଣ୍ଟ ମିଳିଯିବ। ଏହାପରେ ଟିଭି ଦାମ ୧୧,୭୪୦ ଟଙ୍କା ହୋଇଯିବ। ଏହାପରେ ଏକ୍ସଚେଞ୍ଜ ଅଫର୍ସ ମଧ୍ୟ ରହିଛି।

ଜାଣିଲେ ଖୁସି ହେବେ ଏହି ଟିଭିରେ ୧୧ ହଜାର ଟଙ୍କା ର ଏକ୍ସଚେଞ୍ଜ ଅଫର ରହିଛି। ଯଦି ଆପଣ ପୁରୁଣା ଟିଭିକୁ ବଦଳାଉଛନ୍ତି ତେବେ ଏଥିରେ ଅଫ ମିଳିବ। ତେବେ ୧୧ ହଜାର ଟଙ୍କା ପୁରା ଅଫ ସେତେବେଳେ ମିଳିବ ଯେତେବେଳେ ଟିଭି ଭଲ କଣ୍ଡିସନରେ ଥିବ। ଏହାସହ ମଡେଲ ଲାଟେଷ୍ଟ ଥିବ। ପୁରା ଅଫ ମିଳିବା ପରେ ଟିଭିର ଦାମ ୭୪୦ ଟଙ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.