ହଠାତ ହ୍ରାସ ପାଇଲା iPhone 11ର ମୂଲ୍ୟ, ମାତ୍ର ୨,୯୯୯ ଟଙ୍କାରେ କିଣି ପାରିବେ ଏହି ଦମଦାର ସ୍ମାର୍ଟଫୋନ

ଫ୍ଲିପକାର୍ଟ iPhone ଉପରେ ଦମଦାର ଡିସକାଉଣ୍ଟ ଅଫର ଦେଉଛି । ଯଦି ଆପଣ ନୂଆ iPhone କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ପାଇଁ ଉଚିତ ହେବ । ଯଦି ଆପଣ iPhone କେବେ ବ୍ୟବହାର କରି ନାହାନ୍ତି କିମ୍ବା ଏହି ଫୋନକୁ ଏକ୍ସପେରିଏନ୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ iPhone 11କୁ କିଣି ପାରିବେ ।

iPhone 11ର ମୂଲ୍ୟ ହଠାତ ହ୍ରାସ ପାଇଛି । ଏବଂ ଆପଣ ଏହାକୁ ବର୍ତ୍ତମାନ ୨,୯୯୯ ଟଙ୍କା ଶସ୍ତାରେ କିଣି ପାରିବେ । ୨,୯୯୯ରେ iPhone, ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଆମେ କହୁଥିବା ଏହି ଆଇଫୋନକୁ ଆପଣ ଫ୍ଲିପକାର୍ଟରେ ମାତ୍ର ୨,୯୯୯ ଟଙ୍କାରେ କିଣିପାରିବେ ।

ଫ୍ଲିପକାର୍ଟ iPhone ଉପରେ ଦମଦାର ଡିସକାଉଣ୍ଟ ଅଫର ଦେଉଛି । ଯଦି ଆପଣ ନୂଆ iPhone କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ପାଇଁ ଉଚିତ ହେବ । ଯଦି ଆପଣ iPhone କେବେ ବ୍ୟବହାର କରି ନାହାନ୍ତି କିମ୍ବା ଏହି ଫୋନକୁ ଏକ୍ସପେରିଏନ୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ iPhone 11କୁ କିଣି ପାରିବେ । ଏହି iPhone ବର୍ତ୍ତମାନ ଏକ ପକେଟ୍ ଫ୍ରେଣ୍ଡଲି ଫୋନ ହୋଇଯାଇଛି, ଯାହା ପ୍ରିମିୟମ ସ୍ମାର୍ଟଫୋନ କାଟାଗୋରୀରେ ଆସୁଛି । ଆପଣ ଏବେ iPhone 11କୁ ୩୦୦୦ଟଙ୍କା ଶସ୍ତାରେ ଫ୍ଲିପକାର୍ଟରୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି iPhoneକୁ ଆପଣ ଏତେ ଶସ୍ତାରେ କିଣି ପାରିବେ ।

ନୂଆ iPhone 15 ଆସିବା ପୂର୍ବରୁ ହିଁ ପୁରୁଣା iPhoneଗୁଡ଼ିକର ମୂଲ୍ୟ ହଠାତ କମିଯାଇଛି । ଫ୍ଲିପକାର୍ଟରେ iPhone ଉପରେ ବର୍ତ୍ତମାନ ବମ୍ପର ଡିସକାଉଣ୍ଟ ମିଳୁଛି । iPhone 11ର ମୂଲ୍ୟ ୪୩,୯୯୦ ଟଙ୍କା କିନ୍ତୁ ଫ୍ଲିପକାର୍ଟରେ ଏହା ୩୭,୯୯୯ ଟଙ୍କାରେ ମିଳୁଛି । ଯଦି ଆପଣ iPhone କିଣିବା ପାଇଁ ଫ୍ମିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରିବେ ତେବେ ଆପଣଙ୍କୁ ୧୯୦୦ ଟଙ୍କାର ଡିସକାଉଣ୍ଟ ମିଳିବ ଏବଂ ଫୋନର ମୂଲ୍ୟ କମ ହୋଇ ୩୬,୦୯୯ ଟଙ୍କା ହେଇଯିବ । ଏହାପରେ ଏକ୍ସଚେଞ୍ଚ ଅଫର୍ ମଧ୍ୟ ରହିଛି ।

Apple iPhone 11 ରେ ୩୩,୧୦୦ ଟଙ୍କାର ଏକ୍ସଚେଞ୍ଚ ଅଫର୍ ମିଳୁଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସେଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଅଫ୍‌ ମିଳିବ । କିନ୍ତୁ ଆପଣଙ୍କ ଫୋନ ଲାଟେଷ୍ଟ ଏବଂ ଭଲ କଣ୍ଡିସନରେ ଥିଲେ ହିଁ ୩୩,୧୦୦ ଟଙ୍କାର ଅଫ୍ ମିଳିବ। ଯଦି ଆପଣ ସମସ୍ତ ଅଫର୍ ପାଇବାରେ ସଫଳ ହେଲେ ତେବେ iPhone ର ମୂଲ୍ୟ ୨,୯୯୯ ଟଙ୍କା ହେଇଯିବ ।
Apple iPhone 11 ଫିଚର:
Apple iPhone 11ରେ 6.1 ଇଞ୍ଚର ବ୍ରାଇଟ୍ ସ୍କ୍ରିନ ମିଳିଥାଏ । ଏହା Appleର A13 ବାୟୋନିକ ଚିପ୍ ଦ୍ୱାରା ଚାଲିଥାଏ । ଯାହା ବହୁତ ଶୀଘ୍ର କାମ କରେ। ଏହି ପ୍ରିମିୟମ ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲ ଲେନ୍ସ ସହ ଦୁଇଟି କ୍ୟାମେରା ରହିଛି । ଏହା ଦ୍ୱାରା ଆପଣ 4K କ୍ବାଲିଟିରେ ଭଲ ଫୋଟୋ ଏବଂ ଭିଡିଓ ରେକର୍ଡ କରିପାରିବେ । ଏଥିରେ ନାଇଟ୍ ମୋଡ୍, ପୋଟ୍ରେଟ୍ ମୋଡ୍ ଏବଂ ସ୍ମାର୍ଟ HDR ଭଳି ଫିଚର୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.