BSNLର ୩୨ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଅନଲିମିଟେଡ୍ କଲିଂ ସହିତ ମିଳିବ ଫ୍ରି ଡାଟାର ସୁବିଧା
BSNL କମ୍ପାନୀ ଶସ୍ତା ରିଚାର୍ଜ ଲଞ୍ଚ କରିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ, ଡାଟା ସମତେ ବିଭିନ୍ନ ବେନିଫିଟ୍ସ ପାଇପାରିବେ ୟୁଜର୍ସ । ସରକାରୀ ଟେଲିକମ୍ କମ୍ପାନୀ ଏହି ରିଚାର୍ଜ ପ୍ଲାନରେ ୩୫ ଦିନର ଶସ୍ତା ଭ୍ୟାଲିଡିଟି ପ୍ଲାନ ପ୍ରଦାନ କରୁଛି । ଏଥିରେ ବିଭିନ୍ନ ପ୍ରକାରର ବେନିଫିଟ୍…