Below header
Browsing Tag

tech story

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

POCO କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଖୁବ ଶୀଘ୍ର ଲଞ୍ଚ ହୋଇପାରେ । ଏକ ପୋଷ୍ଟରେ ଏହା ପ୍ରକାଶ ପାଇଛି ଯେ ପୋକୋ ପ୍ୟାଡ୍ ଏକ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ପୋକୋ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ କମ୍ପାନୀର ଏହି ପ୍ରଡକ୍ଟକୁ ଅପେକ୍ଷା କରିଛନ୍ତି, କାରଣ ଏହା କମ୍ପାନୀର ପ୍ରଥମ…

ଗୁଗଲ୍ ପେ ରୁ କେମିତି ଡିଲିଟ୍‌ କରିବେ ଟ୍ରାନଜାକ୍ସନ ହିଷ୍ଟ୍ରି ? ଜାଣନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌

ଭାରତର ଲକ୍ଷ ଲକ୍ଷ ଲୋକ ଗୁଗଲ୍ ପେ ବ୍ୟବହାର କରୁଛନ୍ତି । ଗୁଗଲ୍ ପେ ହେଉଛି ଏକ UPI ବେସଡ୍‌ ଡିଜିଟାଲ୍ ପେମେଣ୍ଟ ଆପ୍ । ଯାହା ଦ୍ୱାରା ଆପଣ UPI ID, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଆପଣ ଗୁଗଲ୍ ପେ ମାଧ୍ୟମରେ ଗ୍ୟାସ୍ ବିଲ୍, ଇଲେକ୍ଟ୍ରିକ୍‌ ବିଲ୍ ଏବଂ…

ଦମଦାର ଫିଚର୍ସ ସହିତ ଏଣ୍ଟ୍ରି ମାରିବ ଏହି Earbuds, ଦାମ ବି ରହିଛି ବଢ଼ିଆ

Truke ଏହାର Q1 ସିରିଜରେ Q1 Lite ଲଞ୍ଚ କରିଛି । ଏଥିରେ ୱେୟରଲେସ୍‌ ଅଡିଓ ପର୍ଫରମାନ୍ସ, ନୂଆ ଡିଜାଇନ୍ ଏବଂ ଅପଡେଟ୍ ଫିଚର ରହିଛି । ଗେମର୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କୁ ଧ୍ୟାନରେ ରଖି କମ୍ପାନୀ ଏହି ଇୟରବଡ୍ସ ପ୍ରସ୍ତୁତ କରିଛି । ଆପଣ ଏହି ଇୟରବଡ୍ସରେ କଣ ଫିଚର ପାଇବେ ଏବଂ ଏହାର ଦାମ…

ସେକ୍ସଟର୍ସନ କଲରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ, ତୁରନ୍ତ ଅନ୍‌ କରନ୍ତୁ ହ୍ଵାଟ୍ସଆପର ଏହି ଫିଚର

ଟେକ୍ନୋଲୋଜି ଦୁନିଆରେ ସବୁକିଛି ସମ୍ଭବ । ମାତ୍ର ଗୋଟିଏ କ୍ଲିକରେ ଲୋକମାନେ ସବୁ କାମ କରି ପାରୁଛନ୍ତି । ତେବେ ଏହି ଟେକ୍ନୋଲୋଜିରେ ଲୋକଙ୍କୁ ଯେମିତି ସୁବିଧା ମିଳୁଛି ସମାନ ଭାବେ ଏହି ଟେକ୍ନୋଲୋଜି ଲୋକଙ୍କର ଅନେକ କ୍ଷତି ମଧ୍ୟ କରୁଛି । ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ହ୍ୟାକର୍ସମାନେ…

ମହିଳାଙ୍କ ସୁରକ୍ଷା ପାଇଁ Uber ଆଣୁଛି ନୂଆ ଫିଚର, ଜାଣନ୍ତୁ କେବେ ମିଳିବ ଏହି ସୁବିଧା

Uber ହେଉଛି ଏକ ରାଇଡ୍ ସେୟାରିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଯେତେବେଳେ ଲୋକମାନେ କୌଣସି ସ୍ଥାନକୁ ଯିବା ପାଇଁ ବାହାରନ୍ତି ସେତେବେଳେ ଏହି ପ୍ଲାଟଫର୍ମ କଥା ମନେ ପଡ଼େ । ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିବା ପରେ କମ୍ପାନୀ ଦ୍ୱାରା ନିଯୁକ୍ତ ଡ୍ରାଇଭର…

ଭୂମିକମ୍ପରୁ ବଞ୍ଚାଇବ ଏହି ବେଡ୍, ଜାଣନ୍ତୁ Earthquake-Proof Bed କ’ଣ

ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଭୟଙ୍କର କ୍ଷତି ଦେଖି ଅନ୍ୟ ଦେଶର ଲୋକମାନେ ମଧ୍ୟ ଖୁବ ଭୟଭୀତ ଅଛନ୍ତି । ଭାରତ, ଯେଉଁଠାରେ ଦିଲ୍ଲୀ-ଏନସିଆର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଖବର ଆସୁଛି, ସେଠାକାର ଲୋକମାନେ ଆହୁରି ଚିନ୍ତିତ ଅଛନ୍ତି ଯେ…

Amazon ଲଞ୍ଚ କଲା ‘Bazaar’, ଏବେ ଶସ୍ତାରେ ମିଳିବ ଟ୍ରେଣ୍ଡିଂ ପୋଷାକ

ଅନଲାଇନ୍ ଇ-କମର୍ସ ୱେବସାଇଟ୍ ଆମାଜନ ଗ୍ରାହକଙ୍କ ପାଇଁ ଏକ ବଡ ଖବର ଆଣିଛି । ଯଦି ଆପଣ ଜଣେ ଫ୍ୟାଶନ୍ ଲଭର, ତେବେ ଆପଣ ଆମାଜନର ଏହି ସର୍ଭିସ ଆପଣଙ୍କୁ ଖୁବ ପସନ୍ଦ ଆସିବ । ଏବେ ଆମାଜନ ଏହାର ନୂତନ ଅନଲାଇନ୍ ପ୍ଲାଟଫର୍ମ ଖୋଲିଛି । ଆମାଜନର ନୂତନ ପ୍ଲାଟଫର୍ମର ନାମ 'Bazaar' । ଫ୍ୟାଶନ…

Motorolaର ପ୍ରଥମ AI ଫୋନ୍, ଫାଷ୍ଟ ସେଲରେ ମିଳିବ ବମ୍ପର ଡିସକାଉଣ୍ଟ

ନିକଟରେ ମୋଟୋରୋଲା ଏକ ନୂଆ ଫୋନ୍ ଲଞ୍ଚ କରିଛି, ଯାହାକି କମ୍ପାନୀର ଫାଷ୍ଟ AI ସ୍ମାର୍ଟଫୋନ । କାଲିଠାରୁ ଏହି ଫୋନର ସେଲ ଆରମ୍ଭ ହୋଇଛି । ୟୁଜର୍ସମାନେ ଏହି ଫୋନକୁ ଫ୍ଲିପକାର୍ଟ ମାଧ୍ୟମରେ କିଣିପାରିବେ । ଏହି ଫୋନରେ ଉପଲବ୍ଧ ଅଫର୍ ଏବଂ ଏହାର ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା । ଏହି…

Flipkart ଆରମ୍ଭ କରିଲା Bus Booking ସର୍ଭିସ, ମାତ୍ର ୧ ଟଙ୍କାରେ ବୁକ୍ ହେବ ଟିକେଟ୍!

ଅଗ୍ରଣୀ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏକ ନୂଆ ବସ୍ ବୁକିଂ ସର୍ଭିସ ଆରମ୍ଭ କରିଛି । କମ୍ପାନୀ ନିଜ ୟୁଜର୍ସଙ୍କୁ ନିଜ ଆପରେ ବସ୍ ବୁକିଂ ସର୍ଭିସ ଯୋଗାଇ ଦେଇଛି । ଯଦି ଆପଣ ଫ୍ଲିପକାର୍ଟ ୟୁଜର, ତେବେ ଆପଣ ଶସ୍ତା ଜିନିଷ ସହିତ ଶସ୍ତା ଟ୍ରାଭେଲ ମଧ୍ୟ…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo T3x 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vivo ବଜେଟ୍ ରେଞ୍ଜରେ ଆଉ ଏକ ଧମାକାଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ Vivo T3x 5G ହେବ ଏବଂ କମ୍ପାନୀ ଏହାର ସମ୍ଭାବ୍ୟ ମୂଲ୍ୟ ମଧ୍ୟ ପ୍ରକାଶ କରିଛି । ଆସନ୍ତୁ ଏହି ଫୋନ୍ ବିଷୟରେ ଜାଣିବା । ଭିଭୋ ଭାରତରେ ଏହାର ଟି ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ…

ଅଧା ଦାମରେ କିଣନ୍ତୁ ୫୦ ଇଞ୍ଚର ଏହିସବୁ ସ୍ମାର୍ଟ ଟିଭି, ମିଳୁଛି ଭାରି ଡିସକାଉଣ୍ଟ

ଯଦି ମହଙ୍ଗା ହେତୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ମାର୍ଟ ଟିଭି କିଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଏହି ସେଲରେ, ଆପଣ ଅଧା ମୂଲ୍ୟରେ ବହୁତ ଫିଚର୍ସ ସହିତ ସ୍ମାର୍ଟ ଟିଭି କିଣିପାରିବେ । ଯଦି ଆପଣ ମଧ୍ୟ କମ ବଜେଟରେ ସ୍ମାର୍ଟ ଟିଭି କିଣିବାକୁ…

ଏହି ସରକାରୀ ୱେବସାଇଟରୁ ବ୍ଲକ୍‌ କରିପାରିବେ ନିଜ ସିମ୍‌ କାର୍ଡ, ଗୋଟିଏ ମିନିଟରେ କରନ୍ତୁ ଆପ୍ଲାଏ

ନିକଟରେ ଭାରତୀୟଙ୍କ ପାଇଁ TAFCOP (ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର ପ୍ରୋଟେକ୍ସନ) ନାମକ ଏକ ୱେବସାଇଟ୍ ଜାରି କରାଯାଇଛି । ଏହା ଏକ ସରକାରୀ ପୋର୍ଟାଲ୍, ଯାହା ମୋବାଇଲ୍ ୟୁଜରମାନଙ୍କୁ ସେମାନଙ୍କ ନାମରେ ଦିଆଯାଇଥିବା ମୋବାଇଲ୍ କନେକ୍ସନ୍‌ ବିଷୟରେ ସୂଚନା…