ମୋବାଇଲ ୟୁଜର୍ସଙ୍କୁ ମିଳିବ ବଡ଼ ଝଟକା, ନିର୍ବାଚନ ପରେ ୨୫ ପ୍ରତିଶତ ବଢିବ ମୋବାଇଲ ବିଲ
ନିର୍ବାଚନ ପରେ ମୋବାଇଲ ୟୁଜର୍ସଙ୍କୁ ମିଳିପାରେ ବଡ଼ ଝଟକା । ୨୫ ପ୍ରତିଶତ ବଢିବାକୁ ଯାଉଛି ମୋବାଇଲ ବିଲ। ବର୍ତ୍ତମାନ ମୋବାଇଲ ୟୁଜରଙ୍କ ସଂଖ୍ୟା ବଢ଼ିଛି । ମୋବାଇଲ ଚଲାଇବା ପାଇଁ ଇଣ୍ଟରନେଟର ଆବଶ୍ୟକତା ରହିଥାଏ । ଇଣ୍ଟରନେଟ ଚଲାଇବା ପାଇଁ ୟୁଜରମାନେ ମୋବାଇଲ ରିଚାର୍ଜ କରନ୍ତି । କିନ୍ତୁ ଦିନକୁ ଦିନ ଏହି ରିଚାର୍ଜ ଦାମ ବଢ଼ୁଥିବାରୁ ୟୁଜରଙ୍କୁ ଚିନ୍ତା ଘାରିଛି ।
ଟେଲିକମ କମ୍ପାନୀ ଟାରିଫରେ ଚତୁର୍ଥ ବୃଦ୍ଧି କରିବା ପାଇଁ…
Read More...