Below header

ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ , ଜାଣନ୍ତୁ ରାଜ୍ୟର କେଉଁ ଲୋକସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ କାହାକୁ କରିଛନ୍ତି ପ୍ରାର୍ଥୀ

କେନ୍ୟୁଜ୍ : ମଝିରେ ଆଉ ଦୁଇ ଦିନ। ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଏବେ ଦୁଲୁକୁଛି ପ୍ରଚାର ମୈଦାନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ରହିଛି। ଏବେ ଆସନ୍ତୁ ନଜର ପକାଇବା ପ୍ରଥମ ପର୍ଯ୍ୟାୟରେ କେଉଁ ଲୋକସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିଛନ୍ତି।

କଳାହାଣ୍ଡିରୁ ଲୋକସଭା ପାଇଁ ପ୍ରାର୍ଥୀ :

kalahandi electionବିଜେଡିରୁ – ପୁଷ୍ପେନ୍ଦ୍ର ସିଂଦେଓ

ବିଜେପିରୁ- ବସନ୍ତ ପଣ୍ଡା

କଂଗ୍ରେସରୁ- ଭକ୍ତ ଚରଣ ଦାସ

ନବରଙ୍ଗପୁରରୁ ଲୋକସଭା ପାଇଁ ପ୍ରାର୍ଥୀ :

nabarangpurବିଜେଡିରୁ – ରମେଶ ମାଝୀ

ବିଜେପିରୁ – ବଳଭଦ୍ର ମାଝୀ

କଂଗ୍ରେସରୁ – ପ୍ରଦୀପ ମାଝୀ

କୋରାପୁଟରୁ ଲୋକସଭା ପାଇଁ ପ୍ରାର୍ଥୀ :

koraputବିଜେଡିରୁ -କୌଶଲ୍ୟା ହିକ୍‌କା

ବିଜେପିରୁ – ଜୟରାମ ପାଙ୍ଗୀ

କଂଗ୍ରେସରରୁ- ସପ୍ତଗିରି ଉଲକା

ବ୍ରହ୍ମପୁରରୁ ଲୋକସଭା ପାଇଁ ପ୍ରାର୍ଥୀ :

bramhapurବିଜେଡିରୁ- ଚନ୍ଦ୍ରଶେଖର ସାହୁ

ବିଜେପିରୁ- ଭ୍ରୁଗୁ ବକ୍ସିପାତ୍ର

କଂଗ୍ରେସରରୁ- ଭି. ଚନ୍ଦ୍ରଶେଖର ନାଇଡୁଙ୍କ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.