ବିଜେଡି ପାଟକୁରା ସସପେନ୍ସର ଅନ୍ତ , ବେଦପ୍ରକାଶ ଅଗ୍ରୱାଲ୍ ଦାଖଲ କଲେ ନାମାଙ୍କନ ପତ୍ର

କେନ୍ୟୁଜ୍ : ବିଜେଡି ପାଟକୁରା ସସପେନ୍ସର ଅନ୍ତ । ବେଦପ୍ରକାଶ ଅଗ୍ରୱାଲ୍ ଦାଖଲ କଲେ ନାମାଙ୍କନ ପତ୍ର । ପାଟକୁରା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବେଦପ୍ରକାଶ  । ସ୍ବାସ୍ଥ୍ୟଗତ କାରଣରୁ ଚାଲିଥିଲା କଳ୍ପନାଜଳ୍ପନା । ନାମାଙ୍କନ ପତ୍ର ଦାଖଲ ପରେ ଅନ୍ତ ହୋଇଛି ସବୁ କଳ୍ପନାଜଳ୍ପନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.