Below header

ନୈତିକତା ଦୃଷ୍ଟିରୁ ନିର୍ବାଚନ ଲଢିବେନି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ

ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ନିର୍ବାଚନ ଲଢିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ ତ୍ରିପାଠୀ । ନୈତିକା ଦୃଷ୍ଟିରୁ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଚିଟଫଣ୍ଡ ନେଇ ତାଙ୍କ ନାଁରେ ଏକ ମାମଲା ରହିଛି । ଯେତେ ପର‌୍ୟ୍ୟନ୍ତ ଏହି ମାମଲରୁ ସେ ମୁକୁଳି ନାହାନ୍ତି ସେତେ ପର‌୍ୟ୍ୟନ୍ତ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳ ଯଦି ଚାହିଁବ ତେବେ ସେ ଦଳୀୟ କାର‌୍ୟ୍ୟ କିମ୍ବା ପ୍ରଚାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଲେଖି ଜଣାଇଛନ୍ତି ପ୍ରଭାତ ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.