Below header

ବିଜ୍ଞାପନରେ ଆଉ ଦିଶିବନି ହେମାଙ୍କ ସୁନ୍ଦର ମୁହଁ

ନୂଆଦିଲ୍ଲୀ : ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମା ମାଳିନୀଙ୍କୁ ଆଉ ଏକ ଝଟ୍‌କା । ଟେଲିଭିଜିନ୍‌ରେ ପ୍ରଦର୍ଶିତ ହେଉଥିବା ଏବଂ ଖବର କାଗଜରେ ପ୍ରକାଶିତ ହେଉଥିବା ତାଙ୍କର ସବୁ ବିଜ୍ଞାପନକୁ ବନ୍ଦ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଏଲ୍‌. ଭେଙ୍କଟେଶ୍ୱରଲୁ କେନ୍ଦ୍ର ନିର୍ବାଚନ କମିଶନ୍‌ଙ୍କୁ ପତ୍ର ଲେଖିଛନ୍ତି । ଏହି ସବୁ ବିଜ୍ଞାପନ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଥିବାରୁୁ ଆଗକୁ ବିଭିନ୍ନ ବିଜ୍ଞାପନରେ ଆଉ ବଲିଉଡ୍‌ର ବିଗତ ଦିନର ଡ୍ରିମ୍‌ ଗାର୍ଲ ଆଉ ଦିଶିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.