Below header

ପ୍ରକାଶ ପାଇଲା ନିର୍ବାଚନ କମିଶନଙ୍କ ଜବତ ତାଲିକା

ପ୍ରକାଶ ପାଇଲା ନିର୍ବାଚନ କମିଶନଙ୍କ ଜବତ ତାଲିକା । ନଗଦ ୧୪୩ କୋଟି ୪୭ଲକ୍ଷ ଟଙ୍କା, ୮୯.୬୪ କୋଟି ଟଙ୍କାର ମଦ ଜବତ ହୋଇଛି । ୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ବି ଜବତ କରିଛି ନିର୍ବାଚନ କମିଶନ । ଏହାସହ ୧୬୨କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ଓ ୧୨ କୋଟିରୁ ଅଧିକ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ନିର୍ବାଚନ କମିଶନଙ୍କ ଜବତ ତାଲିକା ପ୍ରକାଶ

-ନଗଦ ୧୪୩ କୋଟି ୪୭ଲକ୍ଷ ଟଙ୍କା ଜବତ

-୮୯.୬୪ କୋଟି ଟଙ୍କାର ମଦ ଜବତ

-୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ

-୧୬୨କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ଜବତ

-୧୨ କୋଟିରୁ ଅଧିକ ଅନ୍ୟାନ୍ୟ ସାମଗ୍ରୀ ଜବତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.