Below header

ପଦ୍ମ ଧରିପାରଲେ ପୂର୍ବତନ ପୋଲିସ ଡିଜିପି ପ୍ରକାଶ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍) : ପଦ୍ମ ଧରି ପାରନ୍ତି ପୂର୍ବତନ ପୋଲିସ ଡିଜିପି ପ୍ରକାଶ ମିଶ୍ର। ଆଜି ବିଜେପିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ଏହି ପୂର୍ବତନ ଆଇପିଏସ୍। ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଲେ ତାଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସିଆରପିଏଫ୍ ଡିଜି ପଦରୁ ଅବସର ନେଇଥିଲେ ପ୍ରକାଶ ମିଶ୍ର। ଏହାପରଠୁ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.