ବିଜେଡିରେ ମିଶିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ବର(କେନ୍ୟୁଜ୍) : ବିଜେଡିରେ ମିଶିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ତାଙ୍କ ସହିତ ବହୁ ମହିଳା କଂଗ୍ରେସ ନେତ୍ରୀ ଶଙ୍ଖ ଫୁଙ୍କିଛନ୍ତି । ସେହିପରି ଜଟଣୀ ବିଜେପି ନେତା ତଥା ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟ ସନ୍ତୋଷ ଜେନା, ରଣପୁରର କଂଗ୍ରେସ ନେତା ସନ୍ତୋଷ ଲେଙ୍କା, ପୁରୀର ବିଜେପି ନେତା ଗୌରୀଶଙ୍କର ସିଙ୍ଗାରୀ, ଖୋର୍ଦ୍ଧା ଜିଲ୍ଲାର କଂଗ୍ରେସ ନେତା ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ସମସ୍ତ ନେତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.