ଲୋକସଭାରେ କର୍ଣ୍ଣାଟକ ରାଜନୀତି ତାତି, କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଗୃହରେ ଉପସ୍ଥାପନ

ଲୋକସଭାରେ କର୍ଣ୍ଣାଟକ ରାଜନୀତି ତାତି। କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅସ୍ଥିରତା କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଗୃହରେ ଉପସ୍ଥାପନ କରିଥିଲେ। ରାଜନୀତିରେ ଘୋଡ଼ାବେପାର ସବୁ ଦିନ ପାଇଁ ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ସେପଟେ କର୍ଣ୍ଣାଟକ ଅସ୍ଥିରତା କଂଗ୍ରେସର ଘରୋଇ ମାମଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନିଜ ଘର ସମ୍ଭାଳି ନପାରି ସଂସଦର କାର‌୍ୟ୍ୟରେ ବାଧା ଉପୁଜାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.