ରାଜ୍ୟ ଗୋଷ୍ଠୀ ଜୁଡୋ ଚମ୍ପିଆନସିପ୍ ୨୦୧୯, ଭାରତୀୟ ପ୍ରିକ୍ୟାଡେଟ ବାଳକ ଦଳରେ କିସର ନିତ୍ୟା ମାଝୀ

ପୁଣି ଚମକିଲେ କିସ୍ ଛାତ୍ର। ରାଜ୍ୟ ଗୋଷ୍ଠୀ ଜୁଡୋ ଚମ୍ପିଆନସିପ୍ ୨୦୧୯ ପ୍ରତିଯୋଗୀତା ପାଇଁ ଭାରତୀୟ ପ୍ରି-କ୍ୟାଡେଟ ବାଳକ ଦଳରେ କିସର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି।

ଆସନ୍ତା ସେପ୍ଟେମ୍ବର ୨୨ରୁ ୩୦ ତାରିଖ ଯାଏ ପ୍ରତିଯୋଗୀତାରେ ଭାଗ ନେବାକୁ ଲଣ୍ଡନ ଯିବେ। ଏନେଇ ସେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରଛନ୍ତି। ଏହା ସହ ପ୍ରତିଯୋଗିତାରେ ଭାଗ ନେବାକୁ ସେ ଅଧିକ ପରିଶ୍ରମ ମଧ୍ୟ କରୁଛନ୍ତି। ନିଜର ଏହି ସଫଳତା ନେଇ କିସକୁ ଧନ୍ୟବାଦ ଦେଇଛନ୍ତି ନିତ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.