Browsing Tag

Karnataka government

ଲକଡାଉନ ପରେ ୪ ତାରିଖରୁ ମଲ୍‌ ଏବଂ ମଦ ଦୋକାନ ଖୋଲିବାକୁ ପ୍ଲାନ କରୁଛନ୍ତି କର୍ଣ୍ଣାଟକ ସରକାର

ବାଙ୍ଗାଲୁରୁ : କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ଆସନ୍ତା ଦୁଇଦିନ ମଧ୍ୟରେ ଅର୍ଥାତ ୩ ତାରିଖରେ ଶେଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି ବାକି ଅନ୍ୟ ଅଞ୍ଚଳରେ କର୍ମସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ କାରବାର ହେବ ବୋଲି କର୍ଣ୍ଣାଟକ ସରକାର…

କର୍ଣ୍ଣାଟକର ମନ୍ତ୍ରୀ ଏମ ସୁରେଶ କୁମାର ସ୍ତ୍ରୀ ସହ ମିଶି ରାସ୍ତା ଝାଡୁ କଲେ, ଫଟୋ ସେୟାର କରି ଏମିତି ଧନ୍ୟବାଦ ଜଣାଇଲେ…

ମନ୍ତ୍ରୀ କଲେ ରାସ୍ତା ସଫା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଏମ ସୁରେଶ କୁମାର ନିଜ ସ୍ତ୍ରୀଙ୍କ ସହ ମିଶି ଘର ପାଖ ରାସ୍ତାକୁ ଝାଡୁ କରୁଥିବା ନଜର ଆସିଛନ୍ତି। ଦୁଇଜଣଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ବେଙ୍ଗାଲୁର ମହାନଗର ପାଳିକାର କମିଶନର ବିଏଚ ଅନିଲ କୁମାର ଏହି ଫଟୋକୁ…

କର୍ଣ୍ଣାଟକ ଡ୍ରାମାରେ ପୁଣି ଟ୍ଵିଷ୍ଟ, ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି ରମେଶ କୁମାର

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ଡ୍ରାମାରେ ପୁଣି ଟ୍ଵିଷ୍ଟ । ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି ରମେଶ କୁମାର । ଦଳ ବଦଳ ନିରୋଧ ଆଇନ ବଳରେ ତିନି ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କଂଗ୍ରେସ ଦଳର ହୋଇଥିବା ବେଳେ…

ସରୁନି କର୍ଣ୍ଣାଟକ ନାଟକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠୁ ବିଜେପିର ଆନ୍ଦୋଳନ

କର୍ଣ୍ଣାଟକ: ସରୁନି କର୍ଣ୍ଣାଟକ ନାଟକ । କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍‌.ୟେଦୁରପ୍ପା ରାଜ୍ୟରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି । ସରକାର ଗଠନ ପାଇଁ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ୟେଦୁରପ୍ପା । ଏହା ସହ ମୁଖ୍ୟମନ୍ତ୍ରୀ…

ଲୋକସଭାରେ କର୍ଣ୍ଣାଟକ ରାଜନୀତି ତାତି, କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଗୃହରେ ଉପସ୍ଥାପନ

ଲୋକସଭାରେ କର୍ଣ୍ଣାଟକ ରାଜନୀତି ତାତି। କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅସ୍ଥିରତା କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଗୃହରେ ଉପସ୍ଥାପନ କରିଥିଲେ। ରାଜନୀତିରେ ଘୋଡ଼ାବେପାର ସବୁ ଦିନ ପାଇଁ ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସାଂସଦମାନେ କକ୍ଷ…

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି, ସରକାର ବଞ୍ଚାଇବା ପାଇଁ ବିଦ୍ରୋହୀ ବିଧାୟକଙ୍କୁ ଅଫର

କର୍ଣ୍ଣାଟକ: କର୍ଣ୍ଣାଟକରେ ଜାରି ରହିଛି ରାଜନୈତିକ ସଙ୍କଟ । ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ମନାଇବା ପାଇଁ ଚେଷ୍ଟା କରାଯାଉଛି । ଅନେକ ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ମଧ୍ୟ ଅଫର ଦେଇଛନ୍ତି । ନିଜ ନିଜ ଅଞ୍ଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ଫଣ୍ଡ ଦେବାକୁ…

୧୧ ବିଧାୟକଙ୍କ ଇସ୍ତଫା ପରେ ସଂକଟରେ କର୍ଣ୍ଣାଟକ ସରକାର, ଖୁବ ଜଲଦି ଭାଙ୍ଗିଯିବା ନେଇ ସମ୍ଭାବନା

କର୍ଣ୍ଣାଟକରେ ୧୩ ମାସ ପୂର୍ବେ କ୍ଷମତାକୁ ଆସିଥିବା କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଉପରେ ଏବେ ବିପଦ ପଡିଛି। କାରଣ କଂଗ୍ରେସର ୮ ଓ ଜେଡିଏସର ୩ ବିଧାୟକ ଏବେ ଇସ୍ତଫା ଦେଇଛନ୍ତି। ଏହି ବିଧାୟକ ମାନେ ବାଚସ୍ପତି ରକେଶ କୁମାରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ହେଲେ କୌଣସି କାରଣରୁ…