ମହନୀୟତାର ଉଦାହାରଣ ସାଜିଲେ ବିଧାୟକ ପ୍ରଣବ ପ୍ରକାଶ, ଥଲାସେମିୟା ରୋଗୀ ପାଇଁ କଲେ ରକ୍ତଦାନ

ଯାଜପୁର ଟାଉନ: ରକ୍ତଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।ଆଜି ବିଧାୟକ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ହଠାତ ପହଁଚି  ସ୍ୱାସ୍ଥ୍ୟ ସେଵା ସମ୍ପର୍କରେ ଯାଞ୍ଚ କରିଥିଲେ।ଏହି ସମୟରେ ଭଦ୍ରକ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ଥାଲାସେମିଆ ରୋଗୀ ବର୍ଷା ମଲ୍ଲିକ ରକ୍ତ ନେବା ପାଇଁ ଆସିଥିଲେ। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଥିବା ଜାଣି ତୁରନ୍ତ ନିଜେ ରକ୍ତ ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ। ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.