ମାଲାକନଗିରି: ଗାଁ ଭିତରେ ଘୁରୁ ବୁଲୁଛି ଭାଲୁ, ସନ୍ଧ୍ୟା ହେଲେ ଲୋକଙ୍କ ଘରେ ପଡି ଯାଉଛି ତାଟି କବାଟ

ମାଲାକନଗିରି(କେନ୍ୟୁଜ୍): ଗାଁ ଭିତରେ ଘୁରୁ ବୁଲୁଛି ଭାଲୁ। ମାଲାକନଗିରି ଜିଲ୍ଲା ବାଲିମେଳାରୁ ଚିତ୍ରକୋଣ୍ଡା ଯାଉଥିବା ଚିତ୍ରକୋଣ୍ଡା ଛକରେ ଦେଖାଦେଇଛି ଭାଲୁ । ଜନବସତି ନିକଟରେ ଭାଲୁଟି ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସନ୍ଧ୍ୟା ହେଲେ ଲୋକଙ୍କ ଘରେ ତାଟି କବାଟ ପଡି ଯାଉଛି। ଭାଲୁକୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.