ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ବର : ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର । ଭୁବନେଶ୍ୱର ରେଳ ଷ୍ଟେସନରୁ ଏହି ଶିଶୁଙ୍କୁ ଚାଇଲ୍ଟ ଲାଇନ୍‌ ଉଦ୍ଧାର କରିଛି । ତାଙ୍କୁ ଭୁବନେଶ୍ୱରରୁ ଅନୁଗୁଳ ନିଆଯାଉଥିଲା । ଶିଶୁ ସୁରକ୍ଷା ଅଫିସର ଜଣଙ୍କ ହେଲେ ଅନୁଗୁଳ ଡିସିପିଓ ଅନୁରାଧା ନାୟକ । ଉଦ୍ଧାର ଶିଶୁ ଶ୍ରମିକଙ୍କ ବୟସ ୮ବର୍ଷ । ଦୀର୍ଘଦିନ ହେଲା ଅନୁରାଧା ତାଙ୍କୁ ନିଜ ଘରେ ରଖି ଘର କାମରେ ଲଗାଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.