ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦେବ ଦୀପାବଳି ବେଶ । ଏହା ୩ଦିନ ଧରି ଚାଲିବ । ଏହି ତିନି ଦିନରେ ମହାପ୍ରଭୁ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିଥାନ୍ତି, ଏବଂ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ମଧ୍ୟ ଦେଇଥାନ୍ତି ।