କଳାହାଣ୍ଡି: କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍ । କଳାହାଣ୍ଡିରେ ଆରମ୍ଭ ହେବାକୁ ଥିବା କୋଭିଡ୍ ହସ୍ପିଟାଲ କାମର ତଦାରଖ କରିଛନ୍ତି । 5-T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଖୁବ୍ ଶୀଘ୍ର କଳାହାଣ୍ଡିରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Secy to CM (5T) VK Pandian & Development Commissioner Suresh Mohapatra at the stand-alone COVID hospital in Kalahandi dist today. The hospital will be operational soon. Kalahandi dist has one active Corona case while another positive case has already recovered pic.twitter.com/4y19v3VHYF
— Soumyajit Pattnaik (@soumyajitt) April 15, 2020