ଜଙ୍ଗଲରେ ବାଘ ଛାଡିଦେଲା ଅଜଗରକୁ ରାସ୍ତା, ଦେଖନ୍ତୁ ତାପରେ କଣ ହେଲା

ଆପଣ ସିଂହ, ବାଘ ଏବଂ ଚିତାବାଘ ଶିକାର କରୁଥିବାର ଭିଡିଓ ବହୁତ ଦେଖିଥିବେ। କଣ ଆପଣ କେବେ ଜଙ୍ଗଲରେ ବାଘ ଅଜଗର ସାମ୍ନାରେ ଆସିବା ଦେଖିଛନ୍ତି। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ଦେଖୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ବାଘ ଆଉ ଅଜଗରର ଏକ ଭିଡିଓ ଦେଖାଇବୁ।


ଏହି ଭିଡିଓଟି କର୍ଣ୍ଣାଟକର ନାଗରହୋଲ ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭର କୁହାଯାଉଛି। ଯାହାକୁ ୩୧ ଅଗଷ୍ଟରେ କ୍ୟାପଚର କରାଯାଇଥିଲା। ଏତେ ବଡ ଅଜଗରକୁ ଦେଖି ବାଘଟି ସାଇଟ ଦେଇ ପଳଉଛି। ଆଉ ଏହି ଭିଡିଓକୁ ଦେଖି ଲୋକେ ନିଜ ହସକୁ ରୋକିନାରୁନାହାନ୍ତି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି।

Leave A Reply

Your email address will not be published.