ସୁନା କିଣିବାକୁ ଚାହୁଁଥିଲେ ଏଇଠି ପଢ଼ନ୍ତୁ ଆଜି କେତେ ରହିଛି ସୁନା ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୂୁନାମୂଲ୍ୟରେ ପରିବର୍ତ୍ତନ ବା ତଳ ଉପର ହେଉଥିବା ଲକ୍ଷ୍ୟ କରାଯାଉଛି। ଆଜି ସୁନାମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୩,୪୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୪୯,୦୫୦ ଟଙ୍କା। ସେହିପରି ଭୁବନେଶ୍ୱରରେ ଆଜି ରୂପା ଦାମ ୧ କେଜି ପିଛା ୬୧,୨୧୦ ଟଙ୍କା ରହିଛି।

ସେହିପରି ଆଜି ଦେଶରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ରହିଛି ୫୦,୯୧୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୯୧୦ ଟଙ୍କା ରହିଛି। ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ଏକ ସାମାନ୍ୟ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ୬୧,୨୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.