Browsing Tag

gold price hiked

ବିବାହ ଋତୁରେ ଚମକୁଛି ସୁନା, ୧୦ ଗ୍ରାମକୁ ପାର୍ କଲା ୬୪ ହଜାର

ନୂଆଦିଲ୍ଲୀ : ସୁନା ପ୍ରତି ଭାରତୀୟଙ୍କ ଆଦର କେବେ କମିନାହିଁ । ଆଉ ଚାହିଦା ଯେତିକି ବଢୁଛି, ଏହି ହଳଦିଆ ଧାତୁଟି ସେତିକି ଚମକୁଛି । ବାହାଘର ସିଜିନରେ ସୁନା ଦର ହୁ ହୁ ବଢୁଛି । ଦାମ୍ ଶୁଣିଲେ ସାଧାରଣ ଲୋକ ସୁନା କିଣିବା ପାଇଁ ସାହସ କରି ପାରୁ ନାହାନ୍ତି । ବିବାହ ସିଜିନ ଆରମ୍ଭରୁ ଲଗାତାର…

ସୁନା କିଣିବାକୁ ଚାହୁଁଥିଲେ ଏଇଠି ପଢ଼ନ୍ତୁ ଆଜି କେତେ ରହିଛି ସୁନା ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୂୁନାମୂଲ୍ୟରେ ପରିବର୍ତ୍ତନ ବା ତଳ ଉପର ହେଉଥିବା ଲକ୍ଷ୍ୟ କରାଯାଉଛି। ଆଜି ସୁନାମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୩,୪୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି…

ରେକର୍ଡ ଭାଙ୍ଗିଲା ସୁନା-ରୂପା ଦର, ଲକଡାଉନ ସତ୍ତ୍ୱେ ରହିଛି ଆକାଶଛୁଆଁ

ଲକଡାଉନ ସତ୍ତ୍ୱେ ବଜାରରେ ଏବେ ସୁନା ଦର ଆକାଶଛୁଆଁ ହୋଇଛି। ବୁଧବାରର ସୁନା ଦର ଆଜି ପର୍ଯ୍ୟନ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ଏମସିଏକ୍ସରେ ସୁନା ଦାମ ୪୬,୭୮୫ରେ ପହଞ୍ଚି ଇତିହାସ ସୃଷ୍ଟି କରିଛି। ପୂର୍ବରୁ କେବେ ବି ସୁନା ମୂଲ୍ୟ ଏତେ ଟଙ୍କା ହୋଇନଥିଲା। କେବଳ ସୁନା ନୁହେଁ ରୂପା ଦାମ…

ହୁ ହୁ ହୋଇ ବଢ଼ୁଛି ସୁନା ଦର, ଏହି ସପ୍ତାହରେ ଭାଙ୍ଗିଲା ସବୁ ରେକର୍ଡ

ଏବେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିବା ବେଳେ ସୁନା ଦର କିନ୍ତୁ କମିବାର ନାଁ ନେଉନି। ଗତ ମାସେ ହେଲା ସୁନା ଦର ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ ଏହି ସପ୍ତାହରେ ସୁନା ଦର ରେକର୍ଡ ଛୁଇଁବ। ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ପ୍ରାୟ ସାଢ଼େ ୭ ବର୍ଷର…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ: ଆକାଶ ଛୁଆଁ ସୁନା, ୬ ଦିନ ହେଲା ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ। ବଢିଚାଲିଛି ପେଟ୍ରୋଲ ଓ ସୁନା ଦର। ୬ ଦିନ ହେଲା ବଢିଚାଲିଛି ତୈଳ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୭୪ଟଙ୍କା ୭୫ ପଇସା ରହିଛି। ଡିଜେଲ ଦର ୭୩ ଟଙ୍କା ୮୪ ପଇସା ରହିଛି। ଜାନୁଆରୀ ୧ ତାରିଖରେ ପେଟ୍ରୋଲ ଦରରେ ୫୫ ଓ ଡିଜେଲରେ ୭୨ ପଇସା ବଢ଼ିଥିଲା…

ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି, ଭାରତରେ ମଧ୍ୟ…

କେନ୍ୟୁଜ୍(ବ୍ୟୁରୋ):ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି । ଏହାଫଳରେ ଭାରତୀୟ ବଜାରରେ ସୁନାଦର ବୃଦ୍ଧି ପାଇଛି । ଆଜି ସୁନାଦର ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଛୁଇଁଛି । ସେହିପରି ରୂପା କିଲୋଗ୍ରାମ ପିଛା ୪୯ ହଜାର,…

ଇରାନ ଘଟଣା ଯୋଗୁଁ ସୁନା ଓ ରୁପା ଦରରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବର୍ତ୍ତମାନ ଦର

ଗଭୀର ମୁଦ୍ରାସ୍ପିତ୍ତି ହ୍ରାସ ହେତୁ ଶୁକ୍ରବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୭୫୨ ଟଙ୍କା ବୃଦ୍ଧି ଘଟି ୪୦,୬୫୨ ଟଙ୍କାରେ ପହଞ୍ଚିଛି । ଯେବେକି ଗୁରୁବାର ଏହି ଦର ୩୯, ୯୦୦ ଟଙ୍କା ଥିଲା । ଅନ୍ୟ ପକ୍ଷରେ ରୁପା ଦର କିଲୋଗ୍ରାମ ପ୍ରତି ୯୬୦ ଟଙ୍କା ବୃଦ୍ଧି ପାଇ ୪୮, ୮୭୦ ଟଙ୍କାରେ…