ଭୁବନେଶ୍ବର: ଆଜି ରାଜ୍ଯରେ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୯୩୧ ଏବଂ ଲୋକାଲ୍ କେସରୁ ୧୨୮୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୯୭,୦୮୦ ରେ ପହଁଚିଛି। ଏମାନଙ୍କ ୮୦,୭୭୦ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୪୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 1st September
New Positives Cases: 3219
In quarantine: 1931
Local contacts: 1288(Details of local contacts will be shared by concerned Dist Administration)
District Wise Cases
1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10— I & PR Department, Odisha (@IPR_Odisha) September 2, 2020
ସେହିପରି ଅନୁଗୁଳରୁ ୬୬, ବାଲେଶ୍ବରରୁ ୧୯୪, ବରଗଡରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡା ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୫୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୧୦୨, କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୫୫, ନୟାଗଡରୁ ୬୨, ନୂଆପଡାରୁ ୪୯, ପୁରୀରୁ ୨୧୭, ରାୟଗଡାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Boudh: 36
7. Cuttack: 400
8. Dhenkanal: 37
9. Gajapati: 27
10. Ganjam: 169
11. Jagatsinghpur: 60
12. Jajpur: 117
13. Jharsuguda: 60
14. Kalahandi: 37
15. Kandhamal: 32
16. Kendrapada: 57
17. Keonjhar: 102
18. Khurda: 731
19. Koraput: 90
20. Malkangiri: 13
21. Mayurbhanj: 137— I & PR Department, Odisha (@IPR_Odisha) September 2, 2020
ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍ । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଓ ଭୁବନେଶ୍ବରରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକ,ଜଗତସିଂହପୁର,ପୁରୀ,ସମ୍ବଲପୁର,ବାଲେଶ୍ବର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧୪ମୃତ୍ୟୁକୁ ବୃଦ୍ଧି ପାଇଛି ।
22. Nawarangpur: 55
23. Nayagarh: 62
24. Nuapada: 49
25. Puri: 217
26. Rayagada: 25
27. Sambalpur: 78
28. Sonepur: 26
29. Sundargarh: 60New Recoveries: 3484
Cumulative Tested: 1891099
Positive: 109780
Recovered: 80770
Active Cases: 28443— I & PR Department, Odisha (@IPR_Odisha) September 2, 2020