ପୁଣିଥରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ ବିପଦପୂର୍ଣ୍ଣ ଆପ୍‌, ଫୋନ୍‌ରୁ ତୁରନ୍ତ କରନ୍ତୁ ଡିଲିଟ୍‌

ଜୁଲାଇ ଓ ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହରେ ଗୁଗଲ ପ୍ଲେ ଷ୍ଟୋରରୁ ୧୭ ଟି ଆପ୍‌ ହଟାଇଛି। ଏହି ଆପ୍‌ ମାଲାବେୟର ଇନ୍‌ଫେକଟେଡ୍‌ ଥିବା ନେଇ ଅଭିଯୋଗ ହୋଇଥିଲା। ଜୁଲାଇରେ ପ୍ଲେ ଷ୍ଟୋରରୁ ୧୧ଟି ଆପ୍‌ ହଟାଯାଇଥିବା ବେଳେ କିଛି ଦିନ ତଳେ ୬ଟି ଆପ୍‌କୁ ବ୍ୟାନ୍‌ କରାଯାଇଛି। ଏବେ ଗୁଗଲ ପ୍ଲେ ଷ୍ଟୋରରେ ଏହି ୧୭ଟି ଆପ୍‌ ଆଉ ଉପଲବ୍ଧ ହେବ ନାହିଁ ଓ ୟୁଜର ବି ଡାଉନ୍‌ଲୋଡ୍‌ କରିପାରିବେ ନାହିଁ।

ଏହି ୧୭ଟି ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଛି ଗୁଗଲ:

  • com.imagecompress.android
  • com.contact.withme.texts
  • com.hmvoice.friendsms
  • com.relax.relaxation.androidsms
  • com.cheery.message.sendsms
  • com.peason.lovinglovemessage
  • com.file.recovefiles
  • com.LPlocker.lockapps
  • com.remindme.alram
  • com.training.memorygame
  • Safety AppLock
  • Convenient Scanner 2
  • Push Message- Texting & SMS
  • Emoji Wallpaper
  • Separate Doc Scanner
  • Fingertip GameBox
  • Emoji Wallpaper2

ଏହି ୧୭ଟି ଆପ୍‌ ଏବେ ପ୍ଲେ ଷ୍ଟୋରରେ ଉପଲବ୍ଧ ନାହିଁ। ଯେଉଁ ୟୁଜର ଏହି ଆପ୍‌କୁ ନିଜ ଫୋନ୍‌ରେ ଅପ୍‌ଲୋଡ୍‌ କରିଛନ୍ତି ତୁରନ୍ତ ଡିଲିଟ୍‌ କରିବାକୁ କମ୍ପାନୀ ତରଫରୁ କୁହାଯାଇଛି।

Leave A Reply

Your email address will not be published.