Below header

UAEରେ ବସି ହାର୍ଦ୍ଦିକ ସେୟାର କରୁଛନ୍ତି ଏମିତି ଫଟୋ ଯାହାକୁ ଦେଖି ଲୋକେ କହୁଛନ୍ତି ‘ବ୍ରୁସ୍ ଲି’

ଆଇପିଏଲର 13ତମ ସିଜନ 19 ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି । ଗତ ସିଜିନର ବିଜେତା ଦଳ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏଥର ଟାଇଟଲ ଜିତିବା ପାଇଁ କଠିନ ପରିଶ୍ରମ କରୁଛି । ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ପଟେ ପ୍ରାକ୍ଟିସ ପାଇଁ ବ୍ୟସ୍ତ ରହୁଥିବାବେଳେ ଅନ୍ୟ ପଟେ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ବିନା ସାର୍ଟର ଫଟୋ ସେୟାର କରିଥିଲେ, ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ବ୍ରୁସ୍ ଲିଙ୍କ ସହିତ ତୁଳନା କରୁଛନ୍ତି l ତାହେଲେ ଆସନ୍ତୁ ଦେଖିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସେହି ଫଟୋ ସବୁ..

<p>बता दें कि टीम इंडिया के स्टार ऑलराउंडर हार्दिक पंड्या आईपीएल से पहले काफी मेहनत कर रहे हैं और दुबई में पसीना बहा रहे हैं। अपनी वर्क आउट की तस्वीरें भी वो शेयर करते रहते है।</p>

IPL 2020 ପ୍ରସ୍ତୁତି ଜୋରସୋରରେ ଚାଲିଛି l ଗୋଟିଏ ପଟେ, ଯେଉଁଠାରେ କ୍ରିକେଟରମାନେ କଠିନ ପରିଶ୍ରମ କରୁଛନ୍ତି, ଅନ୍ୟପଟେ ସେମାନଙ୍କର ମଜାଦାର ଚିତ୍ର ମଧ୍ୟ ଭାଇରାଲ ହେଉଛି l ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ଟିମ ସହ ଆଇପିଏଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କ ପ୍ରାକ୍ଟିସ ଏବଂ ତାଙ୍କର ଫଟୋଗ୍ରାଫ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ନିକଟରେ ସେ ନିଜର ଏବଂ ତାଙ୍କ ପରିବାରର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିଜ ଫଟୋରେ ସେ ବିନା ସାର୍ଟରେ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି l ଏହି ଫଟୋଗୁଡିକ ପୋଷ୍ଟ କରିବା ସହ ହାର୍ଦ୍ଦିକ ଲେଖିଛନ୍ତି ‘ୱିକେଣ୍ଡ ମୋଟିଭେସନ’ l

<p>हार्दिक के इस पोस्ट पर लाखों फॉलोअर्स लाइक और कमेंट कर रहे हैं। उनका ये 6 पैक एब्स वाला लुक फैंस को काफी पसंद आ रहा है। एक यूजर ने तो उनकी तुलना ब्रूस ली से तक कर दी। </p>

ହାର୍ଦ୍ଦିକଙ୍କ ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ କରିବା ସହିତ ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି । ତାଙ୍କର ଏହି ଶିକ୍ସପ୍ୟାକ୍ ଆବସ୍ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି ଯେଉଁଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ବ୍ରୁସ୍ ଲିଙ୍କ ସହିତ ତୁଳନା କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.