ରାଜକୋଟ ଟି୨୦ ହାରିବା ପରେ ନିଜ ଉପରେ ରାଗ ସୁଝାଇଲେ ସଞ୍ଜୁ ସାମସନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା,
ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ବାଜିମାରିନେଲା ଇଂଲଣ୍ଡ । ଏହି ମ୍ୟାଚକୁ ଇଂଲଣ୍ଡ ୨୬ ରନ୍ରେ ଜିତିନେଇଛି । ଟସ୍ ଜିତି ଭାରତ ପ୍ରଥମେ ଫିଲଡିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟରେ ୧୭୧ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧…