Browsing Tag

hardik pandya

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ, ଲକ୍ଷ୍ନୌ ପିଚ୍‌ ପାଇଁ ଦିଆଯିବ ପ୍ରାଥମିକତା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଲକ୍ଷ୍ନୌରେ ବିଶ୍ୱକପ ୨୦୨୩ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଟିମର ଚିନ୍ତା ବଢିଯାଇଛି । ଟିମ୍‌ ଏବେ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ୫ଟି ଯାକ ମ୍ୟାଚ୍‌ ଖେଳି ସବୁ ଜିତିଛି । ତେବେ ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା…

ଭାରତୀୟ ଟିମ୍‌କୁ ଝଟକା, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ତେବେ ଭାରତୀୟ ଟିମ୍‌ ପାଇଁ ଏବେ ବି ନିରାଶଜନକ ଖବର ରହିଛି । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ…

ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱକପ ମ୍ୟାଚ୍‌ : ହାର୍ଦ୍ଦିକଙ୍କ ସ୍ଥାନରେ କାହାକୁ ମିଳିବ ସ୍ଥାନ ! ଚିନ୍ତାରେ ଟିମ୍‌…

ଆଘାତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚରୁ ବାଦ୍‌ ପଡିଛନ୍ତି । ତେବେ ଏବେ ହାର୍ଦ୍ଦିକଙ୍କ ସ୍ଥାନରେ କେଉଁ ଖେଳାଳି ଟିମରେ ସାମିଲ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଭାରତ…

ନ୍ୟୁଜିଲାଣ୍ଡ ବିପକ୍ଷ ଧର୍ମଶାଳା ମ୍ୟାଚ୍‌ରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା, BCCI ଜାରି କଲା ମେଡିକାଲ୍‌ ରିପୋର୍ଟ

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ସେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ଜାରି କରିଛି। ବିସିସିଆଇ କହିଛି ଯେ ହାର୍ଦ୍ଦିକ…

ଭାରତ-ବାଂଲାଦେଶ ମ୍ୟାଚ୍‌: ବୋଲିଂ ବେଳେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସ୍କାନିଂ ପାଇଁ ପଠାଗଲା ହସ୍ପିଟାଲ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଉଭୟ ଦଳ ପୁଣେରେ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଏହାରି ଭିତରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟ୍‌କା। ଖବର ରହିଛି, ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ବେଳେ ଆହତ…

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍। ଏହା ଉପଯୁକ୍ତ ସମୟ ମଇଦାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିଛନ୍ତି ପାକିସ୍ତାନୀ ଅଲରାଉଣ୍ଡର ଅକମଲ । ଗତକାଲି ମାଳଦ୍ୱୀପ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ‍…

ଟି-୨୦ ସିରିଜ ପୂର୍ବରୁ ଡିନରରେ ଯାଇ ମସ୍ତି କଲେ ହାର୍ଦ୍ଦିକ, ଶୁବମନ ଏବଂ ଈଶାନ କିଶନ,ଫଟୋ ଭାଇରଲ

ପ୍ରଥମେ ଟେଷ୍ଟ, ତା’ ପରେ ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଆଜିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ । ଟିମର ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଛି । ଆଉ ଟି-୨୦ ମ୍ୟାଚ୍‌ ପୂର୍ବରୁ…

ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଇନଷ୍ଟାଗ୍ରାମରେ ୨୫ ମିଲିୟନ ଫଲୋୟର୍ସ ପାର

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ମିଲିୟନ ଫଲୋୟର୍ସ ପାର କରିଛି। ଆଉ ହାର୍ଦ୍ଦିକ ୨୫ ମିଲିୟନ ଫଲୋୟର୍ସ ପାର କରି ଦୁନିଆର ସବୁଠୁ ଯୁବ କ୍ରିକେଟର ହୋଇଛନ୍ତି । ସମଗ୍ର ବିଶ୍ୱରେ ହାର୍ଦ୍ଦିକଙ୍କ…

୫୦ ଦିନର ପରିଶ୍ରମରେ ତିଆରି ୧୫ ଫୁଟ୍‌ ଲମ୍ବା ଭେଲ୍‌! ନତାଶାଙ୍କ ବିବାହ ଗାଉନ୍‌ରେ ରହିଛି ସ୍ୱାମୀ ହାର୍ଦ୍ଦିକ…

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ ୧୪ ଫେବୃୟାରୀରେ ପୁଣିଥରେ ଗ୍ରାଣ୍ଡ ତରିକାରେ ବିବାହ କରିଛନ୍ତି। କପଲ୍‌ ୨୦୨୦ରେ କରୋନା ମହାମାରୀ ସମୟରେ ଏକ ପ୍ରାଇଭେଟ୍‌ ସମାରୋହରେ ବିବାହ କରିଥିଲେ। ତେଣୁ ଏଥିପାଇଁ ସେମାନେ କ୍ୟାଥୋଲିକ୍‌ ରୀତିନୀତି ହିସାବରେ…

ପୁଣି ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଲେଣ୍ଟାଇନ ଡେରେ ନତାଶାଙ୍କ ସହିତ ଉଦୟପୁରରେ ନେବେ ସାତଫେରା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ଦ୍ୱିତୀୟ ଥର ପାଇଁ ହାର୍ଦ୍ଦିକଙ୍କର ପଡିବ ହାତଗଣ୍ଠି । ପତ୍ନୀ ନତାଶାଙ୍କୁ ଆଉ ଥରେ ବିବାହ କରିବାକୁ ଡେଷ୍ଟିନେସନ ୱେଡିଂ ପାଇଁ ହାର୍ଦ୍ଦିକ…

ହାର୍ଦ୍ଦିକ ଭାଇ ମୋତେ ସ୍ୱାଭାବିକ ଭାବେ ଖେଳିବାକୁ କହିଥିଲେ : ଶୁଭମନ ଗିଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତି କମାଲ କରିଛି ଟିମ୍‌ ଇଣ୍ଡିଆ। ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ଶୁଭମନ ଗିଲ୍‌ । ୧୨୬ ରନ୍‌ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ନିଜର ଇନିଂସକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ ବୟାନ ଦେଇଛନ୍ତି ଶୁଭମନ । ମ୍ୟାଚ୍‌ ସରିବା ପରେ…

ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି, ଅନ୍ତିମ ମ୍ୟାଚରେ ହେବ ଜୋରଦାର ଲଢେଇ

ଭାରତୀୟ କ୍ରିକେଟ ଟିମ୍‌ ଆଜି ତୃତୀୟ ଟି-୨୦ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ସିରିଜ ୧-୧ରେ ବରାବର ରହିଛି । ଆଜି ଅହମଦାବାଦ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ…