ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍। ଏହା ଉପଯୁକ୍ତ ସମୟ ମଇଦାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିଛନ୍ତି ପାକିସ୍ତାନୀ ଅଲରାଉଣ୍ଡର ଅକମଲ ।

ପାକିସ୍ତାନ ଖେଳାଳିଙ୍କ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦାହରଣ ଦେଲେ ଆକମଲ୍। ଏହା ଉପଯୁକ୍ତ ସମୟ ମଇଦାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିଛନ୍ତି ପାକିସ୍ତାନୀ ଅଲରାଉଣ୍ଡର ଅକମଲ । ଗତକାଲି ମାଳଦ୍ୱୀପ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ‍ ବୋର୍ଡ (ପିସିବି) ଏସିଆ କପ୍ ୨୦୨୩ ପାଇଁ ଏବଂ ଆଫଗାନିସ୍ତାନ ସହ ୱାନଡେ ସିରିଜ୍ ‍ପାଇଁ ଟିମ୍ ଘୋଷଣା କରିଛି ।

ପାକିସ୍ତାନ ମୁହଁରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା।ଖେଳାଳିଂକୁ କହିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳିବାକୁ। ଭଲ ପ୍ରଦର୍ଶନ କରିବାକୁ ହେଲେ ବର୍ତ୍ତମାନ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳିବାକୁ ହେବ। ପାକିସ୍ତାନର ନୂଆ ଚୟନକର୍ତ୍ତା ଏହି ପରାମର୍ଶ ଦେଇଛନ୍ତି ପାକ ଖେଳାଳିଙ୍କୁ। ତେବେ ଆସନ୍ତା ଅକ୍ଟୋବର ୧୪ ତାରିଖରେ ମୁହାଁମୁହିଁ ହେବେ ଭାରତ ପାକ ବିଶ୍ବକପ ପାଇଁ। ଏହାପୂର୍ବରୁ ପାକ ଅଧିକାରୀଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.